-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
30-Nov-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଙ୍କ ପରାମର୍ଶ ରେ ଯୁବନେତା ଭୋଜରାଜ ସିଂ ବରିହା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଜୁ ଜନତା ଦଳ ର ଝାରବନ୍ଧ ବ୍ଲକ ସଭାପତି ଚନ୍ଦ୍ର ଶେଖର ପଟେଲ ଓ ବିଜୁ ଛାତ୍ର ଜନତା ଦଳ ସଭାପତି ପ୍ରଶାନ୍ତ ବରିହା ଙ୍କ ନେତୃତ୍ବରେ ଓଡିଶା ମୋ ପରିବାର ର ସଦସ୍ୟ ତଥା ଜୀବନ ବିନ୍ଦୁ ବରଗଡ଼ ର ଆନୁକୂଲ୍ୟରେ ଝାରବନ୍ଧ ବ୍ଲକ ଡଭା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି lଏହି ରକ୍ତ ଦାନ ଶିବିର ରେ ମୁଖ୍ୟ ଅତିଥି ଭାବେ ଭୋଜରାଜ ସିଂ ବରିହା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଝାରବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ,ବିଜୁ ଜନତା ଦଳ ବ୍ଳକ ସମ୍ପାଦକ ବିଦ୍ୟୁତ ରଞ୍ଜନ ପ୍ରଧାନ ଯୋଗଦାନ କରି ରକ୍ତଦାତା ଶିବିର କୁ ଉଦଘାଟନ କରିଥିଲେ lଏହିକ୍ରମ ସମୁଦାୟ ୩୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l