-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
29-Nov-2021
ଢେଙ୍କାନାଳ (ତାପସ ଦାସ) : ଗୋପବନ୍ଧୁ ଟାଉନ ହଲ ପରିସରରେ ଆଦର୍ଶ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି
ବଜରଙ୍ଗ କ୍ଲବ ଦ୍ୱାରା ଅନୁଷ୍ଠିତ ହୋଇଛିି ଏହି ରକ୍ତଦାନ ଶିବିରରେ ୬୩୩ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା lଏହା ସକାଳ ୮.୩୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ଚାଲିଥିଲା l