-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଟିଟିଲାଗଡ଼- ଆଇ ଏ ଏସ ପଦାଧିକାରୀ ଙ୍କ ଦକ୍ଷତା ନେଇ ପ୍ରତିକ୍ରିୟା, ସୋସିଆଲ ମିଡିଆରେ ବ୍ୟସ୍ତ, ସାଧାରଣ ଗୁହାରୀ କରିବେ କାହାକୁ ?

07-Nov-2020



ଟିଟିଲାଗଡ଼(ପ୍ରେରଣା ଖବର) - ଓଡିଶା ରେ ଵାଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ସବ୍ଡିଭିଜନ ଆକାର,ଆୟତନ ଓ ଜନସଂଖ୍ୟା ଅନୁଯାୟୀ ପ୍ରଥମ ଥିବା ବେଳେ ଏଠି ବିଭିନ୍ନ ସମସ୍ୟା ଗୁଡ଼ିକ ଦୀର୍ଘଦିନ ଧରି ଲାଗି ରହିଛି। ନେତୃତ୍ୱ ର ଅଭାବ ସହ ଦକ୍ଷ ପଦାଧିକାରୀ ଙ୍କ ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଥିଲା। ଏହି ଅଞ୍ଚଳ ଜିଲ୍ଲା ଦାବି ସତ୍ୱେମାନ୍ୟତା ନ ପାଇବା ନେଇ କୁତ୍ସିତ ରାଜନୀତି କରାଯାଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା, ପର୍ଯ୍ୟାଲୋଚନା ଚାଲୁଥିବା ସହ ଜଣେ ଦକ୍ଷ, ଆଇ ଏ ଏସ ଅଧିକାରୀ ଉପଜିଲ୍ଲାପାଳ ଦାଇତ୍ୱ ରେ ରହିଲେ ସମସ୍ତ ସମସ୍ୟା ଦୂର ହେବା ଦାବି ହୋଇଅସୁଥିଲା। ତେବେ ବର୍ତ୍ତମାନ ଉପଜିଲ୍ଲାପାଳ ଭାବେ ଆଇ ଏ ଏସ ସୋମେଶ ଉପାଧ୍ୟାୟ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରି ସୁଦ୍ଧା କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନ ନେବା ଯୋଗୁଁ ସମସ୍ୟା ଦ୍ୱିଗୁଣିତ ହୋଇ ଯାଇଛି। ଏପରି କି ସେ କେବଳ ଅଧସ୍ତନ କର୍ମଚାରୀ ଙ୍କୁ ସବୁ କରିବା କହି କେବଳ ସ୍ଵାକ୍ଷର କରି ନିଜ ଦାଇତ୍ୱ ସମାପନ କରିଚାଲିଛନ୍ତି ବୋଲି ସରକାରୀ କର୍ମଚାରୀ ଜଣାଇଛନ୍ତି। ଯଥା ପୁବଂ ତଥା ପରଂ ନୀତି ରେ ସେ ସୋସିଆଲ ମିଡ଼ିଆରେ ସଦା ଅନଲାଇନ ରେ ଥିବା ଦେଖାଯାଉଚି। ଏପରିକି ନିଜ ମନଇଚ୍ଛା ଆସିବା ଓ ଚାଲିଯିବା ତଥା ଅଭିଯୋଗ ଶୁଣାଣି କେବଳ ସୋମବାର ଦିନ ଧାର୍ଯ୍ୟ ଥିବା ବେଳେ ବାହାରେ ଦୂରଦୂରାନ୍ତରୁ ସାଧାରଣ  ଲୋକ ଆସି ଜଗି ରହି ନିରାଶ ହୋଇ ଫେରିବା ସାର ହେଉଛି।  ଗତ ୧୫ ଦିନ ଭିତରେ ପ୍ରାୟ 17 ଜଣ ନିରାଶ ହୋଇ ବାଧ୍ୟ ହୋଇ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିକଟକୁ ଯିବା ଓ ସେଠୁ ନିରାଶ ଜିଲ୍ଲାପାଳ ପୁନଃ ଉକ୍ତ ଉପଜିଲ୍ଲାପାଳଙ୍କ ନିକଟକୁ ପଠେଇ ଦେଇଥିବା ସତ୍ୱେ ନିରାଶ ହେବା ସାର ହୋଇଛି। ଗତ ସୋମବାର ଅଭିଯୋଗ ଶୁଣାଣୀ ଦିନ ବାହାରେ ଦୂରଦୂରାନ୍ତରୁ ଆସି ନିଜ ଦୁଖଃ ଜଣାଇବା କୁ ସମୟ ନ ପାଇ ଫେରିଯାଇଥିଲେ। ଏପରିକି କେତେ ଜଣ ଅଭିଯୋଗ କଲେ ଓ ତାଙ୍କ ଶୁଣାଣି କଣ ହେଲା ସେ ନେଇ ଅପେକ୍ଷା ରତ ସାମ୍ବାଦିକ ଙ୍କୁ ବି କିଛି ସୂଚନା ଦିଆଯାଇ ନଥିଲା। ପରିମଳ,ଜଳଯୋଗାଣ,ଗମନାଗମନ,ବ୍ୟବସାୟ କୌଣସି କ୍ଷେତ୍ରରେ ପାରଦର୍ଶିତା ଦେଖାଇପାରି ନ ଥିବା ନେଇ ତୀଵ୍ର ଅସନ୍ତୋଷ ଦେଖାଦେଇଛି। ଏପରି କି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ରାଜସ୍ୱ, ଟ୍ରେଜେରୀ,ରୁ ତହସିଲ ସମସ୍ତ ବିଭାଗ ଓ ଅଧିକାରୀ ଥାଇ ଖୋଲାଖୋଲି ଜମି ଦଲାଲ ଓ ବିଭିନ୍ନ କାର୍ଯ୍ୟାଳୟରେ କର୍ମଚାରୀ ନହୋଇ ଉକ୍ତ ଅଫିସ ଗୁଡିକରେ ରହି ଲୋକଙ୍କୁ ଠକେଇ ଓ ଟଙ୍କା କାରବାର କରି ଗରିବ ଓ ସାଧାରଣ ଙ୍କୁ ଦୁର୍ଦ୍ଦଶା ର ଶିକାର କରୁଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ପ୍ରକାଶ ଯେ ଏହି କାର୍ଯ୍ୟାଳୟ ପରିସର ରେ କିଛି ସରକାରୀ ଓ ଉକ୍ତ  ବେଆଇନ ଦଲାଲ ପ୍ରତିଦିନ ରାତିରେ ଷ୍ଟାମ୍ପ ଭେଣ୍ଡର ମାନଙ୍କ ସ୍ଥାନରେ ମଦର ଅସର ଜମାଇ ଚାଲିଛନ୍ତି । ଏ ନେଇ ଷ୍ଟାମ୍ପ ଭେଣ୍ଡର ମାନେ ଅଭିଯୋଗ କରି ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନ ହେବା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଇତି ମଧ୍ୟରେ ରାତି ୧୨ଟା ସମୟରେ ଜଣେ ବରିଷ୍ଠ ପଦାଧିକାରୀ ଙ୍କୁ ତାଙ୍କ ପାଇଁ ଔଷଧ ଆବଶ୍ୟକ ଓ ତାଙ୍କୁ ଫୋନ ରେ ତୁରନ୍ତ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ, ସରକାରୀ ଭାବେ ଉକ୍ତ ଔଷଧ ନ ମିଳୁଥିବା ଜଣାଇବାରୁ ଦୋକାନ ରୁ କିଣି ଆଣିବାକୁ କହିଥିଲେ । ସେ ଗତ ନୁଆଁଖାଇ ରେ କରୋନା କଟକଣା ନ ମାନି ତାଙ୍କର ଜଣେ ବନ୍ଧୁ ଘରକୁ ଯାଇ ଆସିବା ଓ କରୋନା କଟକଣା ନ ମାନି ହୋମ କ୍ୱାରେଣ୍ଟ।ଇନ ରେ ନ ରହିବା ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇ ଥିଲା । ଜଣେ ଆଇ ଏ ଏସ  ଅଧିକାରୀ ହୋଇ ଏପରି ଖାମଖିଆଲ ମନୋଭାବ ସହ କ୍ଷମତାର ଅପବ୍ୟବହାର କରିବା ଘଟଣା ମାନ ଘଟିଚଳିଥିବା ବେଳେ ରାଜ୍ୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ହେଉଛି। ଏ ସବୁ ନେଇ ଜିଲ୍ଲା ଜନସେବା ସଙ୍ଘ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବିପତ୍ର ପ୍ରେରଣ କରିଥିବା ଜଣାଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like