-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||     

HOME   ରାଜ୍ୟ

ଗିରଫ ଭୟରେ ଆଗୁଆ ଜାମିନ ନେଇଛନ୍ତି ଉଭୟ ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡା

07-Nov-2020



ଭୁବନେଶ୍ବର, (ଦୀପକ କୁମାର ଷଡଙ୍ଗୀ) -   କର୍ମଚାରୀଙ୍କ କାନ୍ଧରେ ବନ୍ଧୁକ ରଖି ଯେଉଁ ମାଲିକ କାରବାର କରେ ତାକୁ କଣ କହିବା ? ମିଠା ମହୁ ଖାଇଲା କିଏ ଆଉ ମାଛି କାମୁଡିଲା କାହାକୁ ? ଜଣେ ନିରୀହ ଲୋକ ପ୍ରତି ହୋଇଥିବା ଅନ୍ୟାୟର ପର୍ଦ୍ଦାଫାସ ହେବା ଉଚିତ ନୁହେଁ କି । ଓଟିଭି ଗ୍ରୁପରେ ବରିଷ୍ଠ ପଦାଧିକାରୀ ଥିବା ମନୋରଂଜନ ଷଡ଼ଙ୍ଗୀ ସିଏଫଓ ପଦରୁ ଇସ୍ତଫା ଦେବା ପରେ ଗଣମାଧ୍ୟମ ଜରିଆରେ ଏଭଳି ପ୍ରଶ୍ନ କରିଛନ୍ତି ତାଙ୍କ ଶାଳକ ହରିହର ମିଶ୍ର । ସାରୁଅ ଜମି ଜାଲିଆତି ମାମଲାରେ ଗିରଫ ପରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ମନୋରଂଜନଙ୍କ ପାଇଁ ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡାଙ୍କ ଅସଲ ଚେହେରାକୁ ସର୍ବସାଧାରଣରେ ଖୋଲିଦେବା ସହିତ ନ୍ୟାୟ ଦାବି କରିଛନ୍ତି ତାଙ୍କ ଓକିଲ ଶାଳକ ହରିହର ମିଶ୍ର।

ହରିହର ମିଶ୍ର କହିଛନ୍ତି ଯେ, ଖୁଲ୍ଲମଖୁଲା କେଳେଙ୍କାରୀ କଲେ, ହେଲେ ଧରାପଡ଼ିବା ବେଳେ ଦୋଷ ଲଦୁଛନ୍ତି କର୍ମଚାରୀଙ୍କ ମୁଣ୍ଡରେ । ସାରୁଅ ଜମି ଜାଲିଆତିରେ କର୍ମଚାରୀଙ୍କୁ ମୋହରା କରି ହାତେଇଛନ୍ତି ଏକର ଏକର ଦଳିତ ଜମି । ହରିହର ଆହୁରି ଅଭିଯୋଗ କରିଛନ୍ତି, ଭିଣୋଇଙ୍କ ସଚ୍ଚୋଟତାର ସୁଯୋଗ ନେଇ ତାଙ୍କୁ ଫସାଇ ଦିଆଯାଇଛି । ମନୋରଞ୍ଜନ ୨୦୦୮ରେ ଓମଫେଡ୍ ଛାଡି ଓରଟେଲ ସଂସ୍ଥାରେ ଯୋଗ ଦେଇଥିଲେ । ମନୋରଂଜନ ସମାଜର ଅତ୍ୟନ୍ତ ଦୁର୍ବଳ ଶ୍ରେଣୀରୁ ଉଠି ନିଜକୁ ସମାଜରେ ପ୍ରତିଷ୍ଠିତ କରିପାରିଛନ୍ତି । କିନ୍ତୁ ଓଟିଭି ତାଙ୍କର ସେହି ଚେରକୁ କାଟିଦେଇଛି । ସଚ୍ଚୋଟତାର ସୁଯୋଗ ନେଇ ମନୋରଞ୍ଜନଙ୍କୁ ମୋହରା ବନାଇଛନ୍ତି ଜୟ ଓ ଜଗି ପଣ୍ଡା ବୋଲି ହରିହର ଅଭିଯୋଗ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୦୮ରେ ଜଗି ମଙ୍ଗତ ପଣ୍ଡା ଏବଂ ବିଭୁ ପ୍ରସାଦ ରଥଙ୍କୁ ନେଇ ଓଡ଼ିଶା ଇନଫ୍ରାଟେକ ପ୍ରା ଲିମିଟେଡ ଗଢାଗଲା । ଦଳିତଙ୍କ ଜମି ହଡପ ପାଇଁ କରାଗଲା ଷଡ଼ଯନ୍ତ୍ର । ୧୨ ବର୍ଷର ଚକ୍ରାନ୍ତ । ଯେତେବେଳେ ଚକ୍ରାନ୍ତର କ୍ଲାଇମାକ୍ସ ସମୟ ଆସିଲା ମନୋରଂଜନଙ୍କୁ ନିର୍ଦ୍ଦେଶକ କରାଗଲା । ଏବଂ କମ୍ପାନୀ ଗଢି ନିଜେ ଜଗି ଖସିଗଲେ ୨୦୧୦ ମସିହାରେ । ଆଉ କହିଲେ ଯେ, ମନୋରଂଜନଙ୍କୁ ପାୱାର ଅଫ ଆଟୋର୍ଣ୍ଣି ଦିଆଯାଇଛି । ହେଲେ ଏହା ମନୋରଂଜନଙ୍କ ଜଏନିଂ ପୂର୍ବରୁ ଦିଆଯାଇଛି । ସେଥିରେ ଦୀପକ ପଣ୍ଡା, ବିଶ୍ବଜିତ ସାହୁ, ଶିବ ଶ୍ରୀଚନ୍ଦନ ଓ ରଶ୍ମି ମିଶ୍ରଙ୍କ ନାଁ ଉଲ୍ଲେଖ ରହିଛି । ଏଥିରେ ବିଭୂ ରଥଙ୍କ ଶଳା ମଧ୍ୟ ସାମିଲ୍ ଥିଲେ । ସମସ୍ତ ଜମି ଏହି ମାନଙ୍କ ପାୱାର ଅଫ ଆଟୋର୍ଣ୍ଣିରେ କିଣାଯାଇଛି । କିନ୍ତୁ ମନୋରଂଜନଙ୍କ ପାୱାର ଅଫ ଆଟୋର୍ଣ୍ଣିରେ ମାତ୍ର ଦୁଇଟି ସାଧାରଣ ବର୍ଗର ଜମି କିଣାଯାଇଛି । ତେଣୁ ସେ ନିର୍ଦ୍ଦୋଷ ବୋଲି ହରିହର ଦାବି କରିଛନ୍ତି ।

ଏକ ନିର୍ଦ୍ଦିଷ୍ଟ ପୁଞ୍ଜିପତି ନିଜକୁ ଧନୀ କରିବା ପାଇଁ ଅନ୍ୟକୁ ଯେମିତି ବକ୍‌ରା ବନାନ୍ତି ସେମିତି ମନୋରଞ୍ଜନ ଷଡଙ୍ଗୀଙ୍କୁ ବକ୍‌ରା ବନାଇଛନ୍ତି ଜଗି ଓ ଜୟ ପଣ୍ଡା । ନିଜକୁ ସୁରକ୍ଷିତ ରଖିବା ପାଇଁ କର୍ମଚାରୀଙ୍କୁ ବଳି ଏକ ମାରାତ୍ମକ ବିଷୟ । ଏପରିକି ଗିରଫ ହେବା ଜାଣି ଆଗୁଆ ଜାମିନ ନେଇସାରିଛନ୍ତି ଜଗି ଓ ଜୟ । ଆଣ୍ଟିସପେଟୋରି ବେଲ ଆବେଦନ ନେଇ ହରିହର ପଚାରିଛନ୍ତି ଯିଏ ଦୋଷ କରିଥାଏ ସେ ଆଗୁଆ କୋର୍ଟରୁ ଜାମିନ ନେଇ ନିଜକୁ ସୁରକ୍ଷିତ କରିଥାଏ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି ।

ହେଲେ ମୁଖ୍ୟ ପ୍ରଶ୍ନ ହେଉଛି ଷଡ଼ଯନ୍ତ୍ରର ମୁଖ୍ୟ କାର୍ପଟଦାର କିଏ ? ତାହାର ଗୁମର ଖୋଲିବା ଦରକାର । ପବ୍ଲିକ ଆଗରେ ସବୁ ଘଟଣାର ପର୍ଦ୍ଦାଫାସ ହେବା ଦରକାର । ପ୍ରମାଣିତ ହେବା ଦରକାର କିଏ ସ୍ବଚ୍ଛ କିଏ ଦୋଷୀ । ଜଣେ ନୀରିହ ଲୋକର ଜୀବନ ଓ କ୍ୟାରିଅର ପ୍ରତି ହୋଇଥିବା ଅନ୍ୟାୟର ପର୍ଦ୍ଦାଫାସ ହେବା ସହ ନ୍ୟାୟ ମିଳିବା ଉଚିତ । ଏହାସହ ହରିହର କହିଛନ୍ତି ଯାହା ନ୍ୟାୟ ଆସିବ ତାକୁ ମନୋରଂଜନ ମାନିନେବେ ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି । ଅପରପକ୍ଷରେ ଭୀଷଣ ଚାପ ସହି ନ ପାରି ମନୋରଂଜନ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଏବେ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମନୋରଞ୍ଜନଙ୍କୁ ନ୍ୟାୟ ମିଳିବା ଦରକାର । ସତ୍ୟ ସତ୍ୟ ବାଟରେ ଯିବ ମିଥ୍ୟା ମିଥ୍ୟା ବାଟରେ ଯାଉ ବୋଲି ମନୋରଂଜନଙ୍କ ପାଇଁ ଦାବି କରିଛନ୍ତି ଶଳା ହରିହର ମିଶ୍ର ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026

You Might Also Like