-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଆଧାର ପରିଚୟ ପତ୍ର ପାଇବାରୁ ବଞ୍ଚିତ ଙ୍କ ପାଇଁ ଜନ ସେବା ସଂଘର ଦାବି - ଭିନ୍ନକ୍ଷମ ଓ ଅସହାୟ ଲୋକଙ୍କ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ୁ

07-Nov-2020



ଟିଟିଲାଗଡ଼, (ପ୍ରେରଣା ଖବର) - ଭାରତୀୟ ନାଗରିକ ଭାବେ ପ୍ରତ୍ୱେକ ଜନ ସାଧାରଣ ସବୁ ବର୍ଗ ନିମନ୍ତେ ଆଧାର ପରିଚୟ ପତ୍ର ବାଧ୍ୟତାମୂଳକ ହୋଇଥିବା ବେଳେ ପୂର୍ବରୁ କେବଳ ୧୮ ବର୍ଷ ହେଲେ ପ୍ରଦାନ କରାଯାଉଥିବା ଭୋଟର କାର୍ଡ କୁ ସବୁ କ୍ଷେତ୍ରରେ ବ୍ୟବହାର କରାଯାଉ ଥିଲା । ସରକାରୀ ଭାବେ ଏହି ଆଧାର ପରିଚୟ ପତ୍ର ପାଇଁ କେନ୍ଦ୍ର ସରକାର ଦେଶରେ ପ୍ରତ୍ୱେକ ଗ୍ରାମ ସ୍କୁଲ ଗୁଡିକୁ ବିଭିନ୍ନ ଅଧିକାରୀ ଆସି ମାତ୍ର କିଛି ଲୋକଙ୍କ ନାମ ତାଲିକା କରି ଗୋଟିଏ ଦିନରେ ଚାଲିଯାଇଥିଲେ । ଯଦ୍ୱାରା ଅନେକ ସଂଖ୍ୟକ ସାଧାରଣ ଏ ପତ୍ର ପାଇପାରି ନ ଥିଲେ । ହେଲେ ପରେ ଏହାକୁ ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା କରି ପ୍ରତି ପରିଚୟ ପତ୍ର ପାଇଁ ୪୦ ଟଙ୍କା ଉକ୍ତ କେନ୍ଦ୍ର ଗୁଡିକୁ ପ୍ରଦାନ ବ୍ୟବସ୍ଥା କରାଯାଇଥିଲା। ହେଲେ ଉକ୍ତ କେନ୍ଦ୍ର ଗୁଡିକୁ ହଠାତ ବନ୍ଦ କରି ଦେଇ ପ୍ରତି ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ମାତ୍ର ଗୋଟିଏ କେନ୍ଦ୍ର ର ବ୍ୟବସ୍ତା କରାଗଲା। ଫଳରେ ଏ ନେଇ ଲୋକେ ପଞ୍ଜିକୃତ ନ ହୋଇ ବାଦ ପଡିଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସବ୍ଡିଭିଜନ ରେ ଏବେ ମାତ୍ର ଗୋଟିଏ କେନ୍ଦ୍ର ରେ ଏ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଖ, ପାଖରେ ଓ ଦୂରଦୂରାନ୍ତରୁ ଆସି ଦୁର୍ଦ୍ଦଶା ର  ଶିକାର ହେଉଥିବା ଅଭିଯୋଗ ବାରମ୍ବାର ହୋଇ ଆସୁଛି । ପ୍ରକାଶ ଯେ,ବୈଶାଖୁ ବାଗ(୩୮) ନାମକ ଜଣେ ଭିନ୍ନକ୍ଷମ ଏହି ଆଧାର ପରିଚୟ ପତ୍ର ପାଇଁ ମାସିକ ବିକଳାଙ୍ଗ ଭତ୍ତା ଓ ଖାଉଟି କାର୍ଡ଼, ଟିଏ ମନ୍ଧ୍ୟ ଆଜି ସୁଦ୍ଧା ପାଇ ପାରି ନାହାନ୍ତି। ଏପରି କି ସେ ୭ ଥର ଅନଲାଇନ କରେଇବା କହି ୭ ସହ ଟଙ୍କା ବି ନେଇସାରିଛନ୍ତି, ହେଲେ ତାଙ୍କୁ ଏକ ଚିଠା ଦେଇ କେବଳ ତାରିଖ ଦିଆଯିବା ସାର ହୋଇଛି ।ତାଙ୍କ ର ମାଆ, ବାବା ଙ୍କ ମୃତ୍ୟୁ ହୋଇସାରିଥିବା ଓ କେହି ସାହା, ଭରସା ନ ଥିବା ବେଳେ ଏ ନେଇ ଦୁଇ ଥର ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରି ସୁଦ୍ଧା ନିରାଶ ହେବା ସାର ହୋଇଛି । ସେହିପରି ଅନେକ ଲୋକେ ନିଜ ଛୋଟ ଶିଶୁ ଓ ମହିଳା ଆସି  ଘଣ୍ଟା, ଘଣ୍ଟା ଧରି ଅପେକ୍ଷା କରି ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଥିବା ଅଭିଯୋଗ ହୋଇଛି । ଏହି ଅଞ୍ଚଳରେ ୪୦ ଗୋଟି ଆଧାର କେନ୍ଦ୍ର ରେ ପଞ୍ଜିକରଣ ଅନୁମତି ପ୍ରଦାନ କରିଥିଲେ ହେଁ ହଠାତ ସେ ସବୁ ବନ୍ଦ କରି ଦିଆଗଲା । ଏବେ କେବଳ   ଟିଟିଲାଗଡ଼ ର ଗୋବିନ୍ଦ ବାଟିକା ରେ ଏକ ମାତ୍ର କେନ୍ଦ୍ର ରହିଛି । ପରିତାପର ବିଷୟ ଯେ, ଏହି ମାଗଣା ସେବା ବଦଳରେ ପଞ୍ଜିକରଣ ପାଇଁ ୧୫୦ ଟଙ୍କା ଓ ପନ୍ଦର ଦିନ ପରେ ଆସିବାକୁ କହି କାର୍ଡ ପ୍ରଦାନ ପାଇଁ ୧୦୦ରୁ ୨୦୦ ଟଙ୍କା ଲେଖାଏଁ ଆଦାୟ କରାଯାଉଛି । ଅନେକ ଲୋକେ ଆଧାର ସଂଶୋଧନ ପାଇଁ ଲୋକଙ୍କ ଠାରୁ ମନଇଚ୍ଛା ଅର୍ଥ ବେଆଇନ ଭାବେ ଆଦାୟ କରିବା,  ତାଲିକାଭୁକ୍ତ ଙ୍କୁ ମନ୍ଧ୍ୟ ମନଇଚ୍ଛା ତାରିଖ ଦେଇ ହଇରଣ,ହରକତ କରାଯାଉଥିବା ନେଇ ଜନସେବା ସଙ୍ଘ ତରଫରୁ ଏ ନେଇ ବିଭିନ୍ନ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟ କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ପତ୍ର ପ୍ରେରଣ କରାଯାଇଛି। ସୂଚନାଯୋଗ୍ୟ ଯେ ଵୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ମାନଙ୍କୁ ମାସିକ ଭତା ବା ପେନସନ ଓ ଅନେକ ସରକାରୀ ଯୋଜନା ରେ ଆଧାର ବିନା ବଞ୍ଚିତ ହୋଇ ରହିଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like