-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
19-Nov-2021
ନୂଆପଡା,(ପ୍ରେରଣା ଖବର) ଖଡିଆଳ ବନଖଣ୍ଡ ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ସିନାପାଲି ବନ ବିଭାଗକୁ ବଡ ସଫଳତା ମିଳିଛି । ବନ ବିଭାଗ ଟିମ୍ ଚଢ଼ାଉ କରି ୨ଟି ହାତୀ ଦାନ୍ତ ସହ ୪୨ଟି କଲରାପତରିଆ ବାଘ ନଖ ଜବତ କରିଛି। ଏହା ସହ ୪ ଜଣଙ୍କୁ ଅଟକ ରଖିଛି । ନୂଆପଡା ଜିଲ୍ଲା ଗଣ୍ଡାବାହାଲି, ସିନାପାଲିରୁ ଜଣେ ଓ କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଅଞ୍ଚଳରୁ ୨ ଜଣଙ୍କୁ ଅଟକ ରଖିଛି ସିନାପାଲି ବନ ବିଭାଗ । ଦୁଇଟି ହାତୀ ଦାନ୍ତ ଚାରି କିଲୋ ଓଜନର ହୋଇଥିବା ନେଇ ସୁଚନା ମିଳିଛି
।