-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
19-Nov-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) :: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ କଣ୍ଟେଶ୍ୱରପୁର ମନ୍ଦିର ରେ ବୃଦ୍ଧ ବୃଦ୍ଧା ଓ ଅସହାୟ ମାନଙ୍କୁ ଅନ୍ନପ୍ରସାଦ ଓ କମ୍ବଳ ବଣ୍ଟନକରାଯାଇଛି।ଦାତା ଅଧ୍ୟାପକ ଅର୍ଜୁନ ମହାନ୍ତି
ତାଙ୍କ ଧର୍ମପତ୍ନୀ ସୁବୋଦିନୀ ମହାନ୍ତି ପୁତ୍ର ଓମ୍ ସଦ ପ୍ରାୟ ୧୦୦ ଲୋକ ଙ୍କୁ ବାଣ୍ଟିଥିଲେ । ଏହି ବଣ୍ଟନ ରେ ମନ୍ଦିର କମିଟି ର ମହେଶ୍ବର ପୁରୀ, ସୁରେଶ ଚାନ୍ଦ, ରମେଶ ଚାନ୍ଦ, ଟୁନୁ ବେହେରା, ଦିଲିପ ପାଣ୍ଡେ,ମିତ୍ରଭାନୁ ପୁରୀ, ଲୋକନାଥ ସାହୁ, ଜଳଧର ବିଶ୍ପାଲ ଟିକେମନ ସାହୁ ପ୍ରମୁଖ ସହଯୋଗ କରିଥିଲେ।