-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
18-Nov-2021
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ହୀରାପୁର ପଂଚାୟତ ବାରଡୋଳ ଗ୍ରାମର ଗଣ୍ଡା ପଡାରେ କାର୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଦଶୀରେ ଅଇଁଲାତଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅଇଁଲାତଳ କାର୍ଯ୍ୟକ୍ରମରେ ଏହି
ପଡାର ଧୃବ ନାଗ,ଶୂଳ ସିଂହ ବାରିକ, କହେଁଇଲାଲ ବାରିକ, ଜନକଧାରୀ ବାରିକ, ଠୁନକୁ ନାଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହି ଗଣ୍ଡାପଡାର ମହିଳା ଓ ଝିଅ ମାନଙ୍କ ଅଇଁଲାତଳ କାର୍ଯ୍ୟକୁ ମିଳିମିଶି ଈଶ୍ୱରଙ୍କ ନାମନେଇ ଗୀତ ଓ ବାଦ୍ୟର ତାଳେ ତାଳେ ମାନିଥିଲେ, ଯାହାକି ଦେଖିବାକୁ ଅତ୍ୟନ୍ତ ମନୋରଞ୍ଜନ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମଟି ବାରିକ, ନାଗ ଓ କୁମ୍ଭାର ପରିବାରଙ୍କ ମିଳିତ ସହଯୋଗରେ ହୋଇଥିଲା l