-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
17-Nov-2021
କର୍ଲ।ମୁଣ୍ଡା(ପ୍ରଦୀପ କୁମାର ସାହୁ)--କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ ଟେର୍ଚ୍ଚ।ପଲା ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ବୁଧବାର ବର୍ଷା ଜଳ ଅମଳ ଓ ଭୂତଳ ଜଳ ଭରଣ ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ସାଧନ କର୍ମୀ ଭାବେ ଦେବେନ୍ଦ୍ର ମହାଲିଙ୍ଗ ଯୋଗ ଦେଇ ବର୍ଷୁ ଥିବା ପାଣି କୁ କିପରି ସଠିକ ବ୍ୟବହାର କରାଯାଇ ପାରିବ, ସେ ଉପରେ ବିଭିନ୍ନ କୌଶଳ ଗୁଡିକ ଉପରେ ଆଲୋଚନା କରିଥିଲେ।ଏଥିରେ ବିଭିନ୍ନ ଗାଁ ରୁ ତିରିଶ ରୁ ଉର୍ଦ୍ଧ୍ବ ପୁରୁଷ ମହିଳା ଚାଷୀ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟ କ୍ରମ ରେ ପ୍ରଦୀପ କୁମାର ସାହୁ, ସାମନ୍ତ ଦୀପ,ନନ୍ଦି କିଶୋର ମାଝୀ,ଗୋପୀନାଥ ମାଝୀ, ଆକାଶୀ ମାଝୀ, ଦୀପ୍ତି ରେଖା ମାଝୀ, ଦେବଶ୍ରୀ ମାଝୀ,ପୁଷ୍ପା ଭୋଇ,ସସ୍ମିତା କୁମାର,ପ୍ରତିମା ଜାଲ,ଦିବ୍ୟା ଭୋଇ ପ୍ରମୁଖ ସହଯୋଗ କରିଥିଲେ।