-+91-9937148622 |
prerana_bgr@rediffmail.com |
Monday 2nd November 2026 |
R.N.I. Regd No. ODIODI/2010/46693
Breaking News
06-Nov-2020
ଦେଓଗାଁ , (ପ୍ରେରଣା ଖବର) - ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅଞ୍ଚଳ ରେ ଜଙ୍ଗଲି ବରାହ ମାତିଛନ୍ତ, ଦିନକୁ ଦିନ ଧାନ ଚାଷ କୁ ନଷ୍ଟ କରିବା ରେ ଲାଗିଛନ୍ତି। ଆଜି ଉଡାର ପଞ୍ଚାୟତ ଜଲିଆ ଗ୍ରାମର ଅନେକ ଚାଷ ଜମିରେ ବରାହ ପଶି ଫସଲ ନଷ୍ଟ ହୋଇଛି। କୁଶ ଖାଡିଆ ଓ ଅଜ୍ଞାନ ବାଗ ତାଙ୍କ ସହ ଅନେକ ଚାଷୀ ଙ୍କ ଫସଲ ହାନି ହୋଇଛି ବୋଲି କହିଛନ୍ତି। ବର୍ତ୍ତମାନ ଚାଷୀ କୂଳ ଚିନ୍ତାରେ, ପ୍ରଶାସନ ଚୁପ୍ ନ ରହୁ!!