-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||     

HOME   ଜିଲ୍ଲା

   ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ସଶକ୍ତ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବୀରେ ପ୍ରତିଜ୍ଞା ଦିବସ ପାଳନ

03-Nov-2021



ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) .ଆଜି   ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ବଲାଙ୍ଗିର ଜିଲ୍ଲା ସଭାପତି ଶ୍ରୀ ଭବାନୀ ଶଙ୍କର ଶତପଥୀ ଏବଂ ଫାଉଣ୍ଡେସନ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗୋପାଲଜୀ ପାଣିଗ୍ରାହୀଙ୍କ ଉପସ୍ଥିତି ରେ ଶାଖା କାର୍ଯ୍ୟାଳୟ ପରିସରରେ, ସଶକ୍ତ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବୀ କରି ପ୍ରତିଜ୍ଞା ଦିବସ ପାଳନ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ,ପୃଥିବୀର ର ଅନେକ ଦେଶ ଜନସଂଖ୍ୟା ବିସ୍ଫୋରଣ ଉପରେ ଅଙ୍କୁଶ ଲଗାଇ ଥିବାରୁ ଉପଯୁକ୍ତ ସାଧନ ତଥା ଭିତ୍ତିଭୂମି ନଥିବା ସତ୍ତ୍ୱେ ନିଜ ଦେଶକୁ ପୃଥିବୀର ଉନ୍ନତ ରାଷ୍ଟ୍ର ଭାବେ ପ୍ରତିପାଦିତ କରିପାରିଛନ୍ତି।ବେକାରୀ,ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ,ବିଜ୍ଞାନ, ଆଇନ ଶୃଙ୍ଖଳା ତଥା ପରିବେଶ ସୁରକ୍ଷା କ୍ଷେତ୍ରରେ ଆଜି ଛୋଟ ଛୋଟ ଦେଶ ମଧ୍ୟ ସ୍ୱାବଲମ୍ବୀ ହେଇପାରିଛନ୍ତି।ପ୍ରଚୁର ସାଧନ ତଥା ସବୁ ପ୍ରକାର ଭିତ୍ତିଭୂମି ଥାଇ ମଧ୍ୟ ଆଜି ଆମ ଦେଶ ,କେବଳ ଜନସଂଖ୍ୟା ବିସ୍ଫୋରଣ ହେତୁ ପରିବେଶ ସନ୍ତୁଳନ ଠୁ ଆରମ୍ଭ କରି ସାମାଜିକ ଏବଂ ଆର୍ଥିକ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ଶିକ୍ଷା ସବୁ କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ସ୍ୱାବଲମ୍ବୀ ହେଇପାରିନାହିଁ।
ସ୍ୱାଧୀନତା ସମୟରେ ୩୬ କୋଟି ଜନସଂଖ୍ୟା ଥିବା ଆମ ଦେଶ ରେ ବର୍ତ୍ତମାନ ପ୍ରାୟ ୧୪୦ କୋଟି ରୁ ଅଧିକ ଜନସଂଖ୍ୟା ବୃଦ୍ଧି ହେଲାଣି।ପ୍ରତି ମିନିଟ ରେ ୫୧ରୁ ଅଧିକ ନବଜାତ ଶିଶୁ କୁ ଜନ୍ମ ଦେଉଥିବା ଭାରତ ଆଜି ଏକ ଭୟଙ୍କର ଜନବିସ୍ଫୋଟ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି।ଆଜି ଆମର ପ୍ରତି ବର୍ଗକିଲୋମିଟର ରେ ପୃଥିବୀର ସର୍ବାଧିକ ୪୧୧ ବ୍ୟକ୍ତି ରହୁଛନ୍ତି। ଭାରତ ରେ ବେକାରୀ ସଂଖ୍ୟା ୨୩%ରେ ପହଂଚିଛି ଯାହା ପୃଥିବୀ ରେ ସର୍ବାଧିକ।ସେହିପରି ଅତ୍ୟଧିକ ଜନସଂଖ୍ୟା ଯୋଗୁଁ ଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି।

ଏ ସବୁକୁ ଦୃଷ୍ଟିରେ ରଖି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ସରକାର ଙ୍କ ଠାରେ ,ପର୍ଲ୍ୟାମେଣ୍ଟ ରେ ସଶକ୍ତ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବା ପାଇଁ ଦାବି କରିବା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ କୁ ଆହୁରି ବ୍ୟାପକ କରିବା ପାଇଁ ଆଜି ଦିନ 11 ଘଣ୍ଟା ସମୟରେ ଦେଶ ର ସମସ୍ତ 438 ଜିଲ୍ଲା ତଥା ସମସ୍ତ ବ୍ଲକ ରେ ଲକ୍ଷାଧିକ ଜନସାଧାରଣ ଙ୍କ ଉପସ୍ଥିତି ରେ ପ୍ରଥମେ ଜାତୀୟ ପତାକା ସାମ୍ନା ରେ ପ୍ରତିଜ୍ଞା କରିବା ସହ ଦେଶ  ସେବକ ମାନଙ୍କ ସ୍ଵାକ୍ଷର ସମ୍ମିଳିତ ଦାବି ପତ୍ର ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ପ୍ରେରଣ କରାଯାଇଛି ।

ଆଜି ବଲାଙ୍ଗୀର ସହର ବ୍ୟତୀତ ଜିଲ୍ଲା ର ଚୁରାପାଳି ବ୍ଲକ ରେ ଶ୍ରୀ ନରେଶ ଅଗ୍ରୱାଲ ଙ୍କ ନେତୃତ୍ୱରେ, ଦେଓଗାଁ ବ୍ଲକ ରେ ଶ୍ରୀ କର୍ତାର ସିଂ ନେତୃତ୍ୱରେ, ଲୋଇସିଙ୍ଗା ବ୍ଲକ ରେ ଶ୍ରୀ ଶଙ୍କର ଅଗ୍ରୱାଲ ଙ୍କ ନେତୃତ୍ୱରେ ଏବଂ ଅଗଲପୁର ବ୍ଲକ ରେ ଶ୍ରୀ ଚୁଡାମଣି ବାରିକ ଙ୍କ ନେତୃତ୍ୱରେ ପ୍ରତିଜ୍ଞା ଦିବସର ଆୟୋଜନ କରାଯାଇଥିଲା।

ବଲାଙ୍ଗିର ରେ ଆୟୋଜିତ କାର୍ଯ୍ୟକ୍ରମରେ ସାଗରିକା ଗୁରୁ, ପ୍ରମିଲାମୟୀ ମିଶ୍ର,ସନ୍ତୋଷ ପ୍ରଧାନ, ଗିରିଶ ସିଂଦେଓ, ନିରନ୍ତର ପ୍ରଧାନ, ଇନ୍ଦ୍ର ବରାଡ଼,ଅଶୋକ ବାଗ,ଶିବସାହୁ,ସୀତାରାମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥାଇ ଶପଥ ପାଠ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026

You Might Also Like