-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
02-Nov-2021
ଗଂଦିଆ ଢେଙ୍କାନାଳ( ତାପସ ଦାସ) -ଆଜି ଢେଙ୍କାନାଳ ଜିଲ୍ଲା ଗଂଦିଆ ଥାନା ଅନ୍ତର୍ଗତ କେନ୍ଦୁପଡା ଗ୍ରାମରେ ଥିବା ପରଜଙ୍ଗ ଥାନା ଅନ୍ତର୍ଗତ ମହାବୀର ରୋଡ଼ ଫାଣ୍ଡିରେ କାର୍ଯ୍ୟରତ ଫାଣ୍ଡି ଅଧିକାରୀ ସୋମେନ୍ଦ୍ର ସାମଲ ଙ୍କ ପୌଉତିକ ଘର ସମେତ ୭ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି, ସେlମେନ୍ଦ୍ର ଙ୍କ ଘର,
କୁକୁଡ଼ା ଫାର୍ମ, ଢେଙ୍କାନାଳ ରେ ଥିବା ଦୁଇ ମହଲା ବିଶିଷ୍ଟ ଦୁଇଟି କୋଠା ତିନିଶ ଗ୍ରାମର ସୁନା ସମେତ ୧୩ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ସମ୍ପତି କୁ ଠାବ କରିଚି ଭିଜିଲାନ୍ସ ବିଭlଗ ଏବଂ ଆଉ ଅଧିକ କିଛି ସମ୍ପତି ପାଇବା ଆଶାରେ ଖୋଳତାଡ଼ ଜାରି ରଖିଛି ଭିଜିଲାନ୍ସ ଟିମ, ଏହାର ତଦନ୍ତ ପାଇଁ ତିନି ଜଣ ଡି ଏସପି ଏବଂ ସାତ ଜଣ ଇନ୍ସ୍ପେକଟର ନିର୍ଦ୍ଧାରିତ ଅଛନ୍ତି,