-+91-9937148622 |
prerana_bgr@rediffmail.com |
Saturday 25th July 2026 |
R.N.I. Regd No. ODIODI/2010/46693
Breaking News
02-Nov-2021
କଟକ, ଭିଜିଲାନ୍ସ ଜାଲରେ ନିମାପଡା ତହସିଲଦାର। ୪ ଲକ୍ଷ ୬୫ ହଜାର ଟଙ୍କା ସହ ଧରିଛି ଭିଜିଲାନ୍ସ। ସରକାରୀ ବାସ ଭବନରୁ ମିଳିଛି ଆଉ ୫୦ ହଜାର ଟଙ୍କା।
କଟକ ସିଡିଏ ସେକ୍ଟର ୧୧ ଓ କେନ୍ଦ୍ରାପଡା ଗରଦପୁରରେ ଭିଜିଲାନ୍ସ ଟିମର ଚଢ଼ାଉ ଜାରି। ନିମାପଡାର ଇନଚାର୍ଜ ସବ ରେଜିଷ୍ଟ୍ରାର ଅଛନ୍ତି ରାମ ଚନ୍ଦ୍ର ଜେନା
ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ଚଢ଼ାଉରେ ସାମିଲ ଅଛନ୍ତି ଜଣେ ଅତିରିକ୍ତ ଏସପିଙ୍କ ସମେତ ୭ ଜଣ ଡିଏସପି। ଦୁଇ ଜଣ ଇନିସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ମଧ୍ୟ ସାମିଲ