-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
31-Oct-2021
ପଦ୍ମପୁର:-ଆଜି ପାଇକମାଳ ବ୍ଲକ ର ଛେତେଗାଁ ପଞ୍ଚାୟତ ଅନ୍ତର୍ଗତ କୁତୁରାମାଲ ଗ୍ରାମରେ ଅନୁଷ୍ଠିତ ହୋଇଥିବା ୨୬ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଯୁବନେତା ଭୋଜରାଜ ସିଂ ବରିହା ଓ ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳ ପାଇକମାଳ ବ୍ଲକ ସଭାପତି ରାଜେନ୍ଦ୍ର ରାଉତ ଓ
ବିଜୁ ଯୁବ ଜନତାଦଳ ପାଇକମାଳ ବ୍ଲକ ସଭାପତି ଗୌତମ ସିଂ ଯୋଗଦାନ ଦେଇଥିଲେ । ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ବିଜୟୀ ଦଳ କୁ ଟ୍ରଫି ପ୍ରଦାନ କରିଥିଲେ । ସରକାର ଙ୍କ କୋଭିଡ ନିୟମ କୁ ଦୟାକରି ପାଳନ କରିବାପାଇଁ ଏହି ଟୁର୍ଣ୍ଣାମେଣ୍ଟ କୁ ଉପଭୋଗ କରିବାପାଇଁ ଆସିଥିବା ଦର୍ଶନ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ଭୋଜରାଜ ସିଂ ବରିହା ଅନୁରୋଧ କରିଥିଲେ lଖେଳ ସାଙ୍ଗକୁ ନବାଗତ ବିଜୁଜନତା ଦଳ ର ତୁଙ୍ଗ ନେତା ମାନ୍ୟବର ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଙ୍କ ସୁପୁତ୍ର ଶ୍ରୀ ଭୋଜରାଜ ସିଂ ବରିହା ଙ୍କୁ ଲୋକେ ଦେଖି ଖୁବ୍ ଆନନ୍ଦିତ ହୋଇଥିଲେ