-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||     

HOME   ଜିଲ୍ଲା

ସୋନପୁର ସହରରେ ଗୋ ଶ୍ରଦ୍ଧା ଓ ସଡ଼କ ସୁରକ୍ଷା ସଚେତନତା ଅଭିଯାନ- ବ୍ଲକ ଛକ ରୁ ମଝିପଡ଼ା ଯାଏ ସହର ସଚେତନତା ରାଲି କଲେ ପ୍ରଶାସନ , ଗଣମାଧ୍ୟମ ଓ ସ୍ବେଛାସେବୀ ସଂଗଠନ

30-Oct-2021



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ)  ସୁବର୍ଣ୍ଣପୁର ସହର ରେ  ଦୀର୍ଘ ଦିନ ରୁ  ଲଗାତାର ଭାବେ ଗୋ ଶ୍ରଦ୍ଧା  ଓ  ସଡ଼କ ସୁରକ୍ଷା ଅଭିଯାନ ଜାରି ରହିଛି l ଏ ନେଇ ପ୍ରତିଦିନ ଆର୍ଟିଓ  ରବୀନ ପଟ୍ଟନାୟକ ଙ୍କ ସଂଯୋଜନା ରେ ଏଡିଏମ  ସୂର୍ଯ୍ୟ ନାରାୟଣ ଦାଶ ଙ୍କ ନେତୃତ୍ୱ ରେ  ସହର ର ବିଭିନ୍ନ ଅଞ୍ଚଳ ରେ  ସଚେତନତା ରାଲି କରାଯାଉଛି l ସହର ର ମୁଖ୍ୟ ରାସ୍ତା ରେ ଲାଠି ଧରି  ପ୍ରଶାସନିକ ଅଧିକାରୀ  ସ୍ବେଛାସେବୀ ଙ୍କ ସହିତ ନିଜେ  ଗାଈ ଗୋରୁ ଘଉଡ଼ାଇ ଜନ ସାଧାରଣ ଙ୍କୁ ସଚେତନ କରାଉଛନ୍ତି l ଶୋଭାଯାତ୍ରା ରେ ସାମିଲ ହୋଇ ଦୁର୍ଘଟଣା ମୁକ୍ତ

ସହର, ଓ ଜ଼ିଲ୍ଲା ଗଢିବା ପାଇଁ ସଚେତନତା ବାର୍ତ୍ତା ଦେଉଛନ୍ତି  l    ଏବଂ ରାସ୍ତା କୁ ଗାଈ ଗୋରୁ ଆଦୌ  ନ ଛାଡି   ନିଜେ ସୁରକ୍ଷିତ ରହି  ଅନ୍ୟ ଙ୍କୁ ସୁରକ୍ଷିତ ରଖିବାକୁ,   ସଚେତନ ହେବା  ଦୁର୍ଘଟଣା କୁ ଏଡାଇବା ,  ଓ  ପ୍ରଶାସନ କୁ ସାଥ ଦେବା ଦୁର୍ଘଟଣା ଏଡାଇ ଜ଼ିଲ୍ଲା ର  ସୁନାମ ଅର୍ଜୀବା ବୋଲି ଆରଟିଓ   ଶ୍ରୀ ପଟ୍ଟନାୟକ, ଓ  ସାମ୍ବାଦିକ ମନୋରଞ୍ଜନ  ତ୍ରିପାଠୀ  ମାଇକ ଯୋଗେ  ଲୋକଙ୍କୁ ପରାମର୍ଶ କରୁଛନ୍ତି l  ଆଜି ର ଏ ଅଭିଯାନ ରେ  ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ, ସୂଚନା ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ ଭୋଇ,  ସମାଜ ସେବୀ  ଶ୍ରୀବତ୍ସ ମଲ୍ଲିକ, ସଦର ଷ୍ଟେସନ ପୋଲିସ କର୍ମଚାରୀ  ସୁଶୀଲ ବିଶି, ମେଡିକାଲ ସ୍ୱାସ୍ଥ୍ୟ ପରିଦର୍ଶକ  ପ୍ରମୋଦ ସାହୁ, ପୌର ସାନିଟାରୀ ଇନ୍ସପେକ୍ଟର ହରି ଭୋଇ, ଶିକ୍ଷାବିଦ ପ୍ରଦୀପ ପୁରୋହିତ,  ଅତିରିକ୍ତ ଆରଟିଓ ଶିବାଶିଷ ସାହୁ, ଜୁନିଅର ଏମ ଭି ଆଇ ଲୋକନାଥ ନାଏକ,  ପୌର ସୂଚନା ଅଧିକାରୀ ଶିବ ରାମ ସାହୁ, ବରିଷ୍ଟ ସାମ୍ବାଦିକ  ଦିଲ୍ଲୀପ ପାତ୍ର, ବେଣୁଧର ପଧାନ, ତୀର୍ଥ ବାସୀ ପଣ୍ଡା,ମହାଦେବ ମଲ୍ଲିକ, ରଞ୍ଜନ ବାରିକ, ସୁଶାନ୍ତ ସାହୁ, ସୁଶାନ୍ତ ପଣ୍ଡା, ସମାଜସେବୀ  ଲଡ଼ୁକିଶୋର ମଲ୍ଲିକ,, ସ୍ୱଚ୍ଛ ଭାରତ କର୍ମ କର୍ତା ଅନନ୍ତ ପାଣିଗ୍ରାହୀ ପ୍ରଫୁଲ୍ଲ ନାଏକ , l ରକ୍ତ ଡାତା ସଂଘ ଉଦ୍ୟୋକ୍ତl ମନୋଜ ପଣ୍ଡା, ବୁଢା ରାଜା ୟୁଥ କ୍ଲବ ର ଶିବ ଶଙ୍କର ନାଏକ, ଚିତ୍ତରଞ୍ଜନ ଭୋଇ,ବଳରାମ ସା, ଜଗ ସେଠି, ରାମ ଚନ୍ଦ୍ର ସ୍ୱାଇଁ,   ପୋଲିସ  ଓ ପୌର ବିଭାଗ  ର ଅନ୍ୟ କର୍ମଚାରୀ ଅଧିକାରୀ ପ୍ରମୁଖ ସକ୍ରିୟ ସାମିଲ ଥିଲେ l ସୁବର୍ଣ୍ଣପୁର  ଜ଼ିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ  ଙ୍କ  ନିର୍ଦ୍ଧେଶ କ୍ରମେ  ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ  ଙ୍କ ତତ୍ୱାବଧାନ  ଓ ପରାମର୍ଶ  କ୍ରମେ  ଉପ ଜ଼ିଲ୍ଲାପାଳ ନିହାର ରଞ୍ଜନ କଅଁର, ଓ  ପୌର ନିର୍ବାହୀ ଅଧିକାରୀ ସୁବ୍ରାଂଶୁ ରୁଟ,  ଙ୍କ ସହଯୋଗ ରେ ଦୀର୍ଘ ଦିନ ରୁ ଏ  ଅଭିନଵ ଅଭିଯାନ ଚାଲୁ ରହିଛି l ଆଞ୍ଚଳିକ ପରିବହନ ବିଭାଗ   ନେତୃତ୍ୱ ରେ  ପୋଲିସ ଓ ପୌର ପ୍ରଶାସନ ଓ ସହର ର ପ୍ରମୁଖ

ସ୍ବେଛାସେବୀ ସଂଗଠନ ର ସହଯୋଗ ରେ  ଆଜି ସୁବର୍ଣ୍ଣପୁର ସହର ବ୍ଲକ ଛକ ରୁ  ମଝି ପଡ଼ା ଯାଏ  ଦୁର୍ଘଟଣା ମୁକ୍ତ ସହର  ଗଢିବା  ନିମନ୍ତେ  ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିରାଟ ସଚେତନତା  ଶୋଭାଯାତ୍ରା  ଅନୁଷ୍ଠିତ ହୋଇଥିଲା l  ଗାଈ ଗୋରୁ ଙ୍କୁ  ରାସ୍ତା ରେ ନ ଛାଡିବାକୁ , ଦୁର୍ଘଟଣା କୁ ରୋକିବା ସହିତ   ଜ଼ିଲ୍ଲା ପ୍ରଶାସନ ର ଅଭିନଵ ଉଦ୍ୟମ କୁ ""ଗୋ ଶ୍ରଦ୍ଧା" ଓ ସଡ଼କ ସୁରକ୍ଷା ଅଭିଯାନ କୁ ସଫଳ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ l   ଆଞ୍ଚଳିକ ପରିବହନ ବିଭାଗ ର  ଚିତ୍ତ ରଞ୍ଜନ  ପଟ୍ଟନାୟକ, ରବୀନ୍ଦ୍ର ଦଳାଇ, ସରିତା ଲାକ୍ରା,ଲଷ୍ମୀ ମଲ୍ଲିକ,ରତ୍ନା କର ଭେସ୍ରା,  ଓ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତା, ଗଣ ମାଧ୍ୟମ ପ୍ରତିନିଧି ତଥା  ବୁଦ୍ଧିଜୀବୀ ଯୋଗଦାନ କରିବା ସହ ଏ ଅଭିଯାନ କୁ ସଫଳ କରିବା ପାଇଁ ସମସ୍ତ ଙ୍କ ସହଯୋଗ ଲୋଡ଼ିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026

You Might Also Like