-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) :-ବରଗଡ଼ ଜିଲ୍ଲା ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମ ରେ ବିଜେପୁର ବିଧାୟିକା ରୀତା ସାହୁ ଯୋଗଦାନ ପୂର୍ବକ ଯୋଗ୍ୟ ବିବେଚିତ ଚୟନ ୩୧ ଜଣ ହିତାଧିକାରୀ ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିଥିଲେ lଇତ୍ୟବସରରେ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ, ସମାଜସେବୀ ନରେନ୍ଦ୍ର କୁମାର ହୋତା, ମହେନ୍ଦ୍ର କୁମାର ମେହେର,ବନ୍ତ ସେଠ,ବିଜନ ଦାଶ,ପିଙ୍କୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ଥିଲେ ବୋଲି ବରପାଲି ବ୍ଳକ ର ଡିଜିଟାଲ ସେକ୍ରେଟାରୀ ଶ୍ରୀ ସୁଜିତ ଗଡତିଆ ଙ୍କ ଠାରୁ ପ୍ରକାଶ