-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
କଳାହାଣ୍ଡି,କୋକସରା( ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ଠାରେ ପଛୁଆବର୍ଗ ଜାତି ସମୁହ କଳାହାଣ୍ଡି ଵନ୍ଦ ପାଳନ କରିଛନ୍ତି।ଓଡ଼ିଶା ସରକାର ପଛୁଆ ବର୍ଗ ମାନଙ୍କ୍ ସାମ୍ବିଧାନିକ ଅଧିକାର ଓ ଶିକ୍ଷା, ଚାକିରି ,ରାଜନୀତି ସଂରକ୍ଷଣ ଉଚ୍ଛେଦ କରିଥିବାରୁ ପ୍ରତିବାଦ ସ୍ୱରୂପ କଳାହାଣ୍ଡି ବନ୍ଦ ପାଳନକରାଯାଇଛି |କୋକସରା ଠାରେ ମଧ୍ଯ ଏହି ବନ୍ଦ ପାଳନ କରିଥିବା ଦେଖିବାକୁ ମିଳିଛି | ଏହି ବନ୍ଦ ପାଳନ ବେଳେ କୋକସରା ଠାରେ ମଧ୍ୟ୍ୟ ଦୁକାନ ବଜାର ବନ୍ଦ କରି ରାସ୍ତାରୋକ କରାଯାଇଥିଲା।
ଏହି ବନ୍ଦ ପାଳନ ବେଳେ ସଚେତନ କୃଷକ ମଞ୍ଚର ଆବାହକ ଶିବ ପ୍ରସାଦ ପ୍ରଧାନୀ ,ଵିନୋଦ ବିହାରୀ ରାଉତ , ସୁଶାନ୍ତ କୁମାର ବେହେରା, ନବୀନ ନାଏକ, ତ୍ରିଭୁବନ ନାଏକ, ନରେନ୍ଦ୍ର ପ୍ରଧାନୀ,ମନିଜର ପୋଡ଼,ତ୍ରିନାଥ ବାଗ, ଧନଞ୍ଜୟ ସାହୁ, ମୁକ୍ତେଶ୍ଵର ନାଗ, ଅଭିମନ୍ୟୁ ଗୋପାଲ,ଦେବରାଜ ନାଏକ, ଅଭିରାମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।