-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ସୋନପୁର,(ମନୋରଞ୍ଜନ ତ୍ରିପାଠୀ) ଆଜି ଅପରାହ୍ନ ରେ କୁଳିପାଲି ଶ୍ରୀ ଶ୍ରୀ ଶୀଧେଶ୍ୱର ବାବା ମଠ ଠାରେ ସୋନପୁର ରେଞ୍ଜ ର ସୋନପୁର ସେକସନ ର ଅର୍ଜୁନପୁର ବିଟ ଅନ୍ତର୍ଗତ ସମସ୍ତ ସତଟି ବନ ସୁରକ୍ଷା ସମିତି(ଅର୍ଜୁନପୁର, କୁଳିପାଲି-କ,କୁଲିପାଲି-ଖ, ଲକର୍ମ, ପ୍ରତାପୁର, ପିପିଲିପାଲି, ଡାହାଜା )ର ସଭାପତି, କୋଷାଧକ୍ଷ, ବନସହାୟକ ଙ୍କୁ ନେଇ ଏକ ସଭା ହୋଇଥିଲା ଏବଂ ଉକ୍ତ ସଭାରେ ନୂତନ ଭାବରେ ଏକ କମିଟି ଗଠନ କରାଗଲା ଓ ସମସ୍ତ ଉପସ୍ଥିତ ସଦସ୍ୟ ଙ୍କ ପସନ୍ଦ କ୍ରମେ ଶ୍ରୀ ଭକ୍ତ କର୍ମୀଙ୍କୁ କମିଟିର ସଭାପତି, ଶ୍ରୀ ଲୋକନାଥ ପଧାନ ଉପ ସଭାପତି, ରଥାଙ୍ଗ କଠାର ସମ୍ପାଦକ, ହାଡୁ ନାଏକ କୋଷାଧକ୍ଷ ଭାବରେ ମନୋନୀତ ହୋଇଥିଲେ lପରିଶେଷ ରେ ଜୟଦେବ ଅମାତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟକୁ ସାଙ୍ଗ କରିଥିଲେ.l