-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
25-Oct-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) :: - ପଞ୍ଚାୟତ ସମିତି ଡ଼ିଗ୍ରୀ କଲେଜ ଝାରବନ୍ଧ ପରିସରରେ ନେହେରୁ ଯୁବ କେନ୍ଦ୍ର ସଂଗଠନ ଆନୁକୂଲ୍ୟରେ ଯୁବ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଦୁର୍ଯୋଧନ ପାଣ୍ଡେ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ବେହେରା, ଜ଼ିଲ୍ଲା ଯୁବ ସଂଯୋଜକ ରୋଶନ ଟଣ୍ଡନ, ନେହେରୁ ଯୁବ କେନ୍ଦ୍ର ସଦସ୍ୟ ତ୍ରିଲୋଚନ ଶତପଥି ଏବଂ ବକ୍ତା ଭାବେ ଅଧ୍ୟାପକ ଗଗନ ବିହାରୀ ଡନସନା ପ୍ରମୁଖ ଯୋଗଦାନ କରି କ୍ଲିନ ଇଣ୍ଡିଆ ପ୍ରୋଗ୍ରାମରେ ଭାରତ କୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଯୁବ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ଏହି ଅବସରରେ ହସ୍ପିଟାଲ ପରିସର , ମୁଖ୍ୟ ଛକ ସଫା ସୁତୁରା ସହ ପରିଷ୍କାର ପରିଛନ୍ନ କରାଯାଇଥିଲା l