-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
24-Oct-2021
ବଲାଙ୍ଗିର,(ପ୍ରେରଣା ଖବର) ଆଗଲପୁର ବ୍ଲକ ଅନ୍ତର୍ଗତ ବଡଟିକା ଗ୍ରାମର ଗାୟତ୍ରୀ କ୍ଲବ ଏବଂ ମହାତ୍ମା ଗାନ୍ଧୀ ସମନ୍ବିତ ବିକାଶ ପ୍ରତିଷ୍ଠାନ ତରଫରୁ ଓଡିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବଡଟିକା ଗ୍ରାମର ଜ୍ୟୋତି ପ୍ରକାଶ ଭୋଇଙ୍କୁ ଗାୟତ୍ରୀ କ୍ଲବ ପରିସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ଯୁବ ପୁରଷ୍କାର ପ୍ରାପ୍ତ ଗାୟତ୍ରୀ
ମେଘ ବିଶ୍ବାଳ, ରାଜୁ ପଧାନ, ସୁବ୍ରତ ଭୋଇ, ମଳୟ କୁମାର ପ୍ରଧାନ, ଛାୟାକାନ୍ତ ବିଶି, ରଘୁନାଥ ପଧାନ, ଶୁଶିଲ ଦଳପତି, ଗୋବର୍ଦ୍ଧନ ପଧାନ, ଟେଙ୍ଗଳୁ ବେହେରା, ଶୁଶିଲ ବିଶ୍ବାଳ, ରାହୁଳ ପଧାନ, ପରମାନନ୍ଦ ନାଏକ ତଥା ବଡଟିକା ଗ୍ରାମର ବିଶିଷ୍ଟ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ।