-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||     

HOME   ରାଜ୍ୟ

ଉପଜିଲ୍ଲାପାଳ ଙ୍କ ଖାମଖିଆଲି ପାଇଁ ଫେଲ ମାରିଲା ସୁରକ୍ଷା ବ୍ୟବସ୍ଥା ରଣନିତୀ

14-Oct-2021



ପାଟଣାଗଡ (ପ୍ରେରଣା ଖବର) : ନୂତନ ଭାବରେ ଯୋଗଦେଇ ଥିବା ପାଟଣାଗଡ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟେଟ ବିଜୟାନନ୍ଦ ସେଠୀ ଙ୍କ କୋଭିଡ ସୁରକ୍ଷା ରଣନିତୀ ସମ୍ମୂର୍ଣ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ସନ୍ଦ୍ୟା ୫ ଟା ରୁ ସହର ମଧ୍ୟ ରେ ୧୪୪ ଧାରା ଯାରୀ କରାଯାଇଥିଲା । ସେହିପରି ଏନଏସି ଏବଂ ପାଟଣାଗଡ ଥାନଧିକାରୀ ଙ୍କୁ ବିଭିନ୍ନ ଗଳି କୁ ବ୍ୟାରିକେଡିଙ୍ଗ ପାଇଁ ନିର୍ଦେଶ ଦେଇଥିଲେ । ସୁରକ୍ଷା ଦୃଷ୍ଟି ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ଏବଂ ଆଶାଥିଲା ମା ଙ୍କ ବଏଲ ଯାତ୍ରା ଏବଂ ନଗର ଭ୍ରମଣ ସମୟ ରେ ଭିଡ କୁ ଆଡେଇ ଦିଆଯିବ ଭକ୍ତ କଟକଣା ମାନିବେ କିନ୍ତୁ ଉପଜିଲ୍ଲାପାଳ ଙ୍କ ଖାମଖିଆଲି କୁ ଭରପୂର ଫାଇଦା ଉଠାଇଲେ ଭକ୍ତ । ହଜାରହଜାର ଭକ୍ତ ମାଡି ଆସିଲେ ଗଡଭିତର ପଡିଆ କୁ ଯାହାଫଳରେ କମ ପଡିଯାଇଥିଲେ ପୋଲିସ ଫୋର୍ସ ।  ଏପରିକି ଥାନାଧିକାରୀ ଅନନ୍ତ ପଧାନ , ଆସିଷ୍ଟାଣ୍ଡ କମାଣ୍ଡାଟ କୁମୁଦ ସେଠ ଏବଂ ଥାନା ଏସଆଇ ବିଦେଶି ପଧାନ ଭିଡ ନିୟନ୍ତ୍ରଣ କରିବାକୁ ପ୍ରାଣମୁର୍ଚ୍ଛା ଚେଷ୍ଟା ସତ୍ୱେ ଲୋକେ କିଛି ମାନିନଥିଲେ । କିନ୍ତୁ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପରିବର୍ତ୍ତେ ନିଜ ଗ।।ଡି ଭିତରେ ବସି ଏସବୁ ର ମଜା ନେଉଥିଲେ ନବାଗତ ଉପଖଣ୍ଡ ମୁଖିଆ । କେବଳ ସେତିକି ନୁହେଁ ବେଲପଡା ତହସିଲଦାର , ପାଟଣାଗଡ ତହସିଲଦାର , ପାଟଣାଗଡ ସହକାରୀ ଜିଲ୍ଲାପାଳ ମଧ୍ୟ ଭିଡ ନିୟନ୍ତ୍ରଣ ପାଇଁ ସହର ର ବିଭିନ୍ନ ଛକ ରେ ଉପସ୍ଥିତ ଲୋକଙ୍କୁ ୧୪୪ ଧାରା ବିଷୟ ରେ ବୁଝାସୁଝା କରୁଥିଲେ ହେଲେ ବାବୁ ନିଦାବିଷ୍ନୁ ସାଜି ଗଡଭିତର ପଡିଆ ରେ ମୌନବ୍ରତ ପାଳୁଥିଲେ । ମା ଙ୍କ ମନ୍ଦିର ରୁ ବାହାରିବା ସମୟ ରେ ଅନେକ ଉପଜିଲ୍ଲାପାଳ ପାଟଣାଗଡ ର ଅଧିଷ୍ଠାତ୍ରୀ ଦେବୀ ଙ୍କ ସମ୍ମାନାର୍ଥେ ଦର୍ଶନ କରିଥାଆନ୍ତି ହେଲେ ଶ୍ରୀଯୁକ୍ତ ସେଠୀ ଙ୍କ ବାବୁଗିରୀ ପାଟଣଗଡ ଆସୁଆସୁ ଏ ଅଂଚଳ ର ଇଷ୍ଟଦେବୀ ଙ୍କ ପ୍ରତୀ ଏଭଳି ଆଚରଣ , ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଖାମଖିଆଲି କୁ ଅଧିକାରୀ କର୍ମଚାରୀ ଏବଂ ସାଧାରଣ ଜନତା ଙ୍କ ମଧ୍ୟ ରେ ମୁଖ୍ୟ ର୍ଚ୍ଚା ର ବିଷୟ ପାଲଟିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026

You Might Also Like