-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
02-Nov-2020
ବଲାଙ୍ଗିର, ସାମ୍ବାଦିକ ଜୟଶଙ୍କର ପଟ୍ଟନାୟକ ମାତା ପ୍ରବୀଣା ପଟ୍ଟନାୟକ ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ଦୁଇ ପୁଅ ଜୟ ଶଙ୍କର, ଶିବ ଶଙ୍କର, ବୋହୁ ସୌଦାମିନୀ, ସଂଗୀତା, ଦୁଇ ନାତି, ଝିଅ, ଜ୍ୱାଇଁ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ବଲାଙ୍ଗିର ସହର ପରିଚିତ ମହଲରେ ଶୋକ ଖେଳିଯାଇଛି । ବିଭୁତିପଡା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ମଧ୍ୟମ ପୁତ୍ର ଜୟଶଙ୍କର ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ ।