-+91-9937148622 |

prerana_bgr@rediffmail.com |

  Wednesday 18th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା, (ବିନୋଦ ଦୀପ) ଗତ ରବିବାର ଦିନ ବଲାଙ୍ଗୀର ଜିଲ୍ଲା ଗଣ୍ଡ ସମାଜ ସଡ଼ବଂଶୀ ବିକାଶ ପରିଷଦ ର ଏକ ବୈଠକ ଢୁଲୁସର ସ୍ଥିତ ଶିବ ମନ୍ଦିର ଠାରେ ଜନାର୍ଦ୍ଧନ ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ସଡ଼ବଂଶୀୟ ବିକାଶ ପରିଷଦ ବଲାଙ୍ଗୀର ଜିଲ୍ଲା କମିଟି ପୁନର୍ଗଠନ କରାଯାଇଥିଲା।ସର୍ବସମ୍ମତି କ୍ରମେ ସଭାପତି ଭାବେ ସେବାକର ମଲିକ,ସମ୍ପାଦକ ଭାବେ ବ୍ରଜ ଭୋଇ,ସହ ସମ୍ପାଦକ ଭାବେ ରାଜୀବ ଭୋଇ,କୋଷାଧକ୍ଷ ଭାବେ ଶ୍ରୀବଛ କୁମୁରା ଙ୍କୁ ଚୟନ କରାଯାଇଥିଲା।ଉପଦେଷ୍ଟା କମିଟି ରେ ରାହାସ ବିହାରୀ ମଲ୍ଲିକ,ରାମକୁମାର କୁମୁରା,ମକର୍ଧ୍ଵଜ ଧରୁଆ ,ବୀରବର ଧରୁଆ,ଡୋଳାମଣି ଧରୁଆ,ବ୍ରହ୍ମ ଭୋଇ, ଜଗନ୍ନାଥ ଧରୁଆ ଙ୍କୁ ମନୋନୀତ କରାଯାଇଥିଲା।ଏହି ଅବସର ରେ ସମାଜ ର ସଂସ୍କୃତି,ପରମ୍ପରା ଓ ରୀତିନୀତି ଉପରେ ସଚେତନ ହେଵା ପାଇଁ ସମସଙ୍କୁ ଅତିଥି ମାନେ ଅନୁରୋଧ କରିଥିଲେ । ଆସନ୍ତା ମଇ ମାସରେ ଦୁଇଦିନ ମହାସଭା ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା l ପରିଶେଷ ରେ ବୀରବର ଧରୁଆ ଧନ୍ୟବାଦ ଦେଇଥିଲେ।   (18-Mar-2026)       ||      ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ,ଜଣେ ଆହତ l   (18-Mar-2026)       ||      ଲୋକସଭାରେ ବରଗଡ଼ର ସମସ୍ୟା ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ   (18-Mar-2026)       ||      ଜୟଦେବ ସମାରୋହର ଦ୍ଵିତୀୟ ସନ୍ଧ୍ୟା : ସମବେତ ଓଡ଼ିଶୀ ସଙ୍ଗୀତ ଓ ଛଉ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ    (18-Mar-2026)       ||      କଟକ ଏସ୍ ସି ବି ଅଗ୍ନି କାଣ୍ଡ ରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳା ର ଚରମ ନିଦର୍ଶନ।- କଂଗ୍ରେସ ପ୍ରତିନିଧି ମଣ୍ଡଳୀ*   (18-Mar-2026)       ||      ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   (18-Mar-2026)       ||      ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   (18-Mar-2026)       ||      ଡୁମଛାଲି ଜଙ୍ଗଲରେ ଦୁର୍ଦାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର    (18-Mar-2026)       ||      ଯୋଗ ବାରୁଣୀରେ ବୁଡ଼ ପକାଇଲେ ହଜାର ହଜାର ଶ୍ ଶ୍ରଦ୍ଧାଳୁ   (18-Mar-2026)       ||      ଡାହାଣୀଖିଆ ଗ୍ରାମରେ ବାଲି ମାଫିଆଙ୍କ ଦବଙ୍ଗଗିରି ଓ ବାଲି ଚାଲାଣ   (18-Mar-2026)       ||      ମା ମଙ୍ଗଳାଙ୍କ ପୀଠରେ ୨ୟ ପାଳି ପବିତ୍ର ଚୈତ୍ର ଝାମୁଯାତ୍ରା କାକଟପୁରରେ ଭକ୍ତିମୟ ପରିବେଶ, ହଜାର ହଜାର ଭକ୍ତଙ୍କ ସମାଗମ   (18-Mar-2026)       ||      ଧୋବାତୋଟା ମେଳଣ ଉତ୍ସବ   (18-Mar-2026)       ||      ବଲାଙ୍ଗୀର ର ବୋହୂ ସଂଗୀତାଙ୍କୁ ମାଟି ଲଗ୍ନା ସେବାରତ୍ନ ସମ୍ମାନ    (18-Mar-2026)       ||      ଗାଁ ପୋଖରୀ ସଫା ଓ ବୃକ୍ଷରୋପଣ   (18-Mar-2026)       ||      ଖଣି ଖନନ ନିଲାମକୁ ଦୃଢ଼ ବିରୋଧ - ରତାଖଣ୍ଡିରେ ଵିଶାଲ ସମାବେଶ    (18-Mar-2026)       ||      ଝିଅ ଆଉ ଗଛ ମଣିଷ ସମାଜ ପାଇଁ ଅତି ଆବଶ୍ୟକ - ଜିଲ୍ଲାପାଳ   (18-Mar-2026)       ||      *ସୋନପୁର କଲେଜକୁ ସରକାରୀ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା*- *   (18-Mar-2026)       ||      ଜଳ, ଜମି, ଜଙ୍ଗଲ ଅଧିକାର ଦାବିରେ ଲୋଇସିଂହା ବ୍ଲକ ସମୂହ ଜଙ୍ଗଲ ଅଧିକାର କମିଟି ତରଫରୁ ରତାଖଣ୍ଡି ଠାରେ ଏକ ବିଶାଳ ସମାବେଶ   (17-Mar-2026)       ||      *ଆଇନ ସେବାରେ ପାରା ଲିଗାଲ ସ୍ବେଚ୍ଛାସେବୀଙ୍କ ପାଇଁ ଏକ ଦିବସୀୟ ତାଲିମ କାର୍ଯକ୍ରମ ଆୟୋଜିତ*-   (17-Mar-2026)       ||      ଡାହାଣୀ ସନ୍ଦେହରେ ନିର୍ଯାତନା ସମସ୍ୟା ର ନିରାକରଣ କର୍ମଶାଳା   (17-Mar-2026)       ||     

HOME   ଜିଲ୍ଲା

ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ, ଶୁକ୍ରବାର ପ୍ରକାଶ ପାଇବ ରାୟ

16-Sep-2021



କଟକ (ପ୍ରେରଣା ଖବର ବ୍ୟୁରୋ ):: ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ସମ୍ପର୍କିତ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଶୁକ୍ରବାର ଅପରାହ୍ନ ୨ଟାରେ ଉକ୍ତ ମାମଲାର ରାୟ ପ୍ରକାଶ ପାଇବ । ବାଲୁ ବଜାର ପୂଜା କମିଟି ପକ୍ଷରୁ ଏସଆରସିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମାମଲା ଦାୟର ହୋଇଥିଲା ଏବଂ ପୂର୍ବବତ୍ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଥିଲା । ବାଲୁ ବଜାର ପୂଜା କମିଟି ତରଫରୁ ଦାୟର ହୋଇଥିବା ପିଟିସନରେ ଗତ ଅଗଷ୍ଟ ୯ ତାରିଖରେ ଏସଆରସି ଜାରି କରିଥିବ ବିଜ୍ଞପ୍ତିର କ୍ଲଜ୍ ୪କୁ ମୁଖ୍ୟତଃ ଚ୍ୟାଲେଞ୍ଜ କରାଯାଇଛି । ମାମଲାରେ ମୁଖ୍ୟ  ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କୁ  ପକ୍ଷଭୁକ୍ତ କରାଯାଇଛି ।

ଗତବର୍ଷ ମଧ୍ୟ ହାଇକୋର୍ଟରେ ମାମଲା ଦାୟର କରିଥିଲା ବାଲୁ ବଜାର ଦୁର୍ଗା ପୂଜା କମିଟି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତବର୍ଷ ୭ଟି କମିଟି ଉଚ୍ଚ ମୂର୍ତ୍ତି କରିଥିବା ବେଳେ ଅନ୍ୟ କମିଟି ୪ ଫୁଟର ମୂର୍ତ୍ତି ନିର୍ମାଣ କରି ପୂଜା କରିଥିଲେ । ଅଗଷ୍ଟ ୯ ତାରିଖରେ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ଵାରା ଜାରି ଅନ୍ୟ ସମସ୍ତ ଗାଇଡ଼ଲାଇନକୁ ମାନି ପୂଜା କରିବାରେ କୌଣସି ସମସ୍ୟା ନଥିବା ବାଲୁ ବଜାର ଦୁର୍ଗାପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଦର୍ଶାଯାଇଛି । ଶୁକ୍ରବାର ରାୟ ପ୍ରକାଶ ପାଇଲେ ହିଁ ଜଣା ପଡ଼ବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା, (ବିନୋଦ ଦୀପ) ଗତ ରବିବାର ଦିନ ବଲାଙ୍ଗୀର ଜିଲ୍ଲା ଗଣ୍ଡ ସମାଜ ସଡ଼ବଂଶୀ ବିକାଶ ପରିଷଦ ର ଏକ ବୈଠକ ଢୁଲୁସର ସ୍ଥିତ ଶିବ ମନ୍ଦିର ଠାରେ ଜନାର୍ଦ୍ଧନ ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ସଡ଼ବଂଶୀୟ ବିକାଶ ପରିଷଦ ବଲାଙ୍ଗୀର ଜିଲ୍ଲା କମିଟି ପୁନର୍ଗଠନ କରାଯାଇଥିଲା।ସର୍ବସମ୍ମତି କ୍ରମେ ସଭାପତି ଭାବେ ସେବାକର ମଲିକ,ସମ୍ପାଦକ ଭାବେ ବ୍ରଜ ଭୋଇ,ସହ ସମ୍ପାଦକ ଭାବେ ରାଜୀବ ଭୋଇ,କୋଷାଧକ୍ଷ ଭାବେ ଶ୍ରୀବଛ କୁମୁରା ଙ୍କୁ ଚୟନ କରାଯାଇଥିଲା।ଉପଦେଷ୍ଟା କମିଟି ରେ ରାହାସ ବିହାରୀ ମଲ୍ଲିକ,ରାମକୁମାର କୁମୁରା,ମକର୍ଧ୍ଵଜ ଧରୁଆ ,ବୀରବର ଧରୁଆ,ଡୋଳାମଣି ଧରୁଆ,ବ୍ରହ୍ମ ଭୋଇ, ଜଗନ୍ନାଥ ଧରୁଆ ଙ୍କୁ ମନୋନୀତ କରାଯାଇଥିଲା।ଏହି ଅବସର ରେ ସମାଜ ର ସଂସ୍କୃତି,ପରମ୍ପରା ଓ ରୀତିନୀତି ଉପରେ ସଚେତନ ହେଵା ପାଇଁ ସମସଙ୍କୁ ଅତିଥି ମାନେ ଅନୁରୋଧ କରିଥିଲେ । ଆସନ୍ତା ମଇ ମାସରେ ଦୁଇଦିନ ମହାସଭା ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା l ପରିଶେଷ ରେ ବୀରବର ଧରୁଆ ଧନ୍ୟବାଦ ଦେଇଥିଲେ।   18-Mar-2026
  ଜିଲ୍ଲା  
ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ,ଜଣେ ଆହତ l   18-Mar-2026
  ଜିଲ୍ଲା  
ଲୋକସଭାରେ ବରଗଡ଼ର ସମସ୍ୟା ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ   18-Mar-2026
  ଜିଲ୍ଲା  
ଜୟଦେବ ସମାରୋହର ଦ୍ଵିତୀୟ ସନ୍ଧ୍ୟା : ସମବେତ ଓଡ଼ିଶୀ ସଙ୍ଗୀତ ଓ ଛଉ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ   18-Mar-2026
  ଜିଲ୍ଲା  
କଟକ ଏସ୍ ସି ବି ଅଗ୍ନି କାଣ୍ଡ ରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳା ର ଚରମ ନିଦର୍ଶନ।- କଂଗ୍ରେସ ପ୍ରତିନିଧି ମଣ୍ଡଳୀ*   18-Mar-2026
  ଜିଲ୍ଲା  
ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   18-Mar-2026
  ଜିଲ୍ଲା  
ଶିକ୍ଷିତ କିଶୋରୀ, ସଶକ୍ତ ଭାରତ: ମୁରୁମକେଲ ପି.ଏମ୍. ଶ୍ରୀ ବିଦ୍ୟାଳୟରେ ‘କିଶୋରୀ ବାଳିକା ଶିକ୍ଷା କାର୍ଯ୍ୟକ୍ରମ’ ଅନୁଷ୍ଠିତ   18-Mar-2026
  ଜିଲ୍ଲା  
ଡୁମଛାଲି ଜଙ୍ଗଲରେ ଦୁର୍ଦାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର   18-Mar-2026
  ଜିଲ୍ଲା  
ଯୋଗ ବାରୁଣୀରେ ବୁଡ଼ ପକାଇଲେ ହଜାର ହଜାର ଶ୍ ଶ୍ରଦ୍ଧାଳୁ   18-Mar-2026
  ଜିଲ୍ଲା  
ଡାହାଣୀଖିଆ ଗ୍ରାମରେ ବାଲି ମାଫିଆଙ୍କ ଦବଙ୍ଗଗିରି ଓ ବାଲି ଚାଲାଣ   18-Mar-2026
  ଜିଲ୍ଲା  
ମା ମଙ୍ଗଳାଙ୍କ ପୀଠରେ ୨ୟ ପାଳି ପବିତ୍ର ଚୈତ୍ର ଝାମୁଯାତ୍ରା କାକଟପୁରରେ ଭକ୍ତିମୟ ପରିବେଶ, ହଜାର ହଜାର ଭକ୍ତଙ୍କ ସମାଗମ   18-Mar-2026
  ଜିଲ୍ଲା  
ଧୋବାତୋଟା ମେଳଣ ଉତ୍ସବ   18-Mar-2026

You Might Also Like

  ଜିଲ୍ଲା  

ଲୋଇସିଂହା, (ବିନୋଦ ଦୀପ) ଗତ ରବିବାର ଦିନ ବଲାଙ୍ଗୀର ଜିଲ୍ଲା ଗଣ୍ଡ ସମାଜ ସଡ଼ବଂଶୀ ବିକାଶ ପରିଷଦ ର ଏକ ବୈଠକ ଢୁଲୁସର ସ୍ଥିତ ଶିବ ମନ୍ଦିର ଠାରେ ଜନାର୍ଦ୍ଧନ ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ସଡ଼ବଂଶୀୟ ବିକାଶ ପରିଷଦ ବଲାଙ୍ଗୀର ଜିଲ୍ଲା କମିଟି ପୁନର୍ଗଠନ କରାଯାଇଥିଲା।ସର୍ବସମ୍ମତି କ୍ରମେ ସଭାପତି ଭାବେ ସେବାକର ମଲିକ,ସମ୍ପାଦକ ଭାବେ ବ୍ରଜ ଭୋଇ,ସହ ସମ୍ପାଦକ ଭାବେ ରାଜୀବ ଭୋଇ,କୋଷାଧକ୍ଷ ଭାବେ ଶ୍ରୀବଛ କୁମୁରା ଙ୍କୁ ଚୟନ କରାଯାଇଥିଲା।ଉପଦେଷ୍ଟା କମିଟି ରେ ରାହାସ ବିହାରୀ ମଲ୍ଲିକ,ରାମକୁମାର କୁମୁରା,ମକର୍ଧ୍ଵଜ ଧରୁଆ ,ବୀରବର ଧରୁଆ,ଡୋଳାମଣି ଧରୁଆ,ବ୍ରହ୍ମ ଭୋଇ, ଜଗନ୍ନାଥ ଧରୁଆ ଙ୍କୁ ମନୋନୀତ କରାଯାଇଥିଲା।ଏହି ଅବସର ରେ ସମାଜ ର ସଂସ୍କୃତି,ପରମ୍ପରା ଓ ରୀତିନୀତି ଉପରେ ସଚେତନ ହେଵା ପାଇଁ ସମସଙ୍କୁ ଅତିଥି ମାନେ ଅନୁରୋଧ କରିଥିଲେ । ଆସନ୍ତା ମଇ ମାସରେ ଦୁଇଦିନ ମହାସଭା ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା l ପରିଶେଷ ରେ ବୀରବର ଧରୁଆ ଧନ୍ୟବାଦ ଦେଇଥିଲେ।