-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||     

HOME   ଜିଲ୍ଲା

ଦେବାଳୟମାନଙ୍କ ସୁରକ୍ଷା ଦାବୀରେ ବିଭୀନ୍ନ ସଂଗଠନ ପକ୍ଷରୁ ୮ ଦଫା ଦାବୀ- ପୁର୍ବାଞ୍ଚଳ ଭଳି ପଶ୍ଚିମାଞ୍ଚଳରେ ମଧ୍ୟ ଦେବାଳୟମାନଙ୍କ ଉଦ୍ଧାର କରାଯାଉ

16-Sep-2021



ବଲାଙ୍ଗିର ,  ପୁର୍ବାଞ୍ଚଳରେ ଦେବାଳୟମାନଙ୍କୁ ନୁଆ ରୂପ ଦିଆଯାଇ ଏହାର ଉନ୍ନତିକରଣ ଓ ସନ୍ଦୋର୍ଯ୍ୟକରଣ କରାଯାଉଥିଭା ବେଳେ ପଶ୍ଚିିମାଞ୍ଚଳର ବଲାଙ୍ଗିର ଭଳି ପୁରାତନ ସହରରେ ଦେବାଳୟ ଭୀତରକୁ ମଇଳା ନାଳ ପାଣୀ ମାଡିଯିବା ଭକ୍ତଗହଣରେ ଅସହ୍ୟ ହଉଛି । ଅନେକ ମନ୍ଦିର ନିର୍ମାଣର ଶତକ ପୁର୍ଣ୍ଣ କରିଥିବା ବେଳେ ମନ୍ଦିର ଛାତ ଓ ଚାରିକାନ୍ତରୁ ପାଣୀ ଝରୁଛି ।  ସାରା ଦୁନିଆଁକୁ ଟେକି ଧରିଥିବା ଅଧିଟାସ୍ତ୍ରୀ ଦେବୀ କେବେ ମନ୍ଦିର ଖୌଦ ଦବି ଯୀବେ ତାହାକୁ ନେଇ ଆଶଙ୍କା ପାଉଛି ।  ବଲାଙ୍ଗିର ଆରଧ୍ୟଦେବୀ ୧୮୭୨ ମସିହାରୁ ପାଟଣେଶ୍ୱରୀ ମନ୍ଦିର ଓ ୧୯୧୫ ମସିହାରୁ ପ୍ରତିଷ୍ଠିତ ହୋଇ ଥିବା ସମଲେଶ୍ୱରୀ ମନ୍ଦିର ଏବେ ଜରାଜିର୍ଣ୍ଣ ଅବସ୍ଥାରେ । ଅନ୍ୟପଟେ ସରକାର  ଉପକୁଳ ବର୍ତ୍ତୀ ମନ୍ଦିର ଗୁଡିକ ଓ ପଶ୍ଚିମାଞ୍ଚଳର କିଛି ହାତ ଗଣତି ମନ୍ଦିରର ଉନ୍ତିକରଣ ଓ ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଆମ ଅଂଚଳରେ ଏହି ବହୁ ଐତିହ ପୁର୍ଣ୍ଣ ମନ୍ଦିର ଗୁଡିକ କୁ ଏବେ ମଧ୍ୟ ଅଣଦେଖା କରାଯାଉଛି । ତେଣୁ ଏ ଅଂଚଳର ପୁରୁଣା କିର୍ତ୍ତିରାଜି ଓ ମନ୍ଦିର ଗୁଡିକୁ ତୁରନ୍ତ ଉଦ୍ଧାର କରାଯାଇ ଏହାର ସୌନ୍ଦର୍ଯ୍ୟକରଣ ନକଲେ ବଲାଙ୍ଗିରବାସୀ ଓ ଦେବାଦେବୀ ଭକ୍ତ ଏକ ହୋଇ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ପୂର୍ବରୁ ଚେତାଇ ଦେଇଛନ୍ତିା  ବଲାଙ୍ଗିର ର ବିଭିନ୍ନ ମନ୍ଦିରର ଉନ୍ନତିକରଣ ସହିତ ସାଧାରଣଙ୍କ ସୁବିଧା ପାଇଁ ଏକ ୮ ଦଫା ଦାବୀ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।ଏହି ଦାବୀପତ୍ରରେ ମନ୍ଦିର ଭିତରେ କିଭଳି ପାଣି ନ ପଶି ଓ ତାହାର ଡ୍ରେନର ବ୍ୟବସ୍ଥା , ଉଭୟ ମନ୍ଦିରରେ ଜବର ଦଖଳ ଉଚ୍ଛେଦ , ଉଭୟ ମନ୍ଦିର ର ରେ ଭକ୍ତଙ୍କ ପାଇଁ ପାର୍କିଙ୍ଗ ବ୍ୟବସ୍ଥା, ସ୍ୱତନ୍ତ୍ର ରୋଷେଇ ଘର ବ୍ୟବସ୍ଥା, ମନ୍ଦିରରରେ ନୂତନ ଗେଟ ନିର୍ମାଣ.ମନ୍ଦିରର ହୁଣ୍ଡିରେ ଦାନର ସବିଶେଷ ବିବରଣୀ ସର୍ବ ସାଧାରଣରେ ପ୍ରକାଶ କରିବା , ବିପଦ ସଙ୍କୁଳ ଅବସ୍ଥାରେ ଥିବା ମନ୍ଦିର ର ପୂର୍ଣ୍ଣ ଉଦ୍ଧାର କରିବା ଓ ସମସ୍ତ ମନ୍ଦିର ପାସଂ ଏକ ଟ୍ରଷ୍ଟ ନିର୍ମାଣ କରିବା  ଆଦି ଦାବୀ ରହିଛି । ୟୁଥ ଏକ୍ସନ କମିଟି ସଭାପତି ବିନୋଦ କାଲସାଏଙ୍କ ନେତୃତ୍ୱରେ , ବିଙ୍ଗ ହ୍ୟୁମାନର ବିବେକା ପଟେଲ, ପଶ୍ଚିମ ଓଡିଶା ଯୁବା ମଞ୍ଚ ଅଭିଶେକ ଦାଶ, ମାହେଶ୍ୱରୀ ରୁ ଅଙ୍କୁଶ ପାଣ୍ଡିଆ, ଯାଦବ ସାମାଜରୁ ପ୍ରଶାନ୍ତ ମହାକୁର, କୁଲତା ସମାଜରୁ ସୁରଥ ପ୍ରଧାନ, ମିଡିଆ ସେଲରୁ ନୂତନ ମିଶ୍ର, ରମ୍ୟରଞ୍ଜନ ସାହୁ, ସଞ୍ଜିବନ ଠାକୁର, ଖଗେଶ୍ୱର ପ୍ରଧାନ, ସାନ୍ତନୁ ଭୋଇ, ଶୁଦର୍ଶନ ସାହୁ, ସୁନୀଲ ମାଝୀ ପ୍ରମୂଖ ସାମିଲ ଥିଲେ
 


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026

You Might Also Like