-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ  24 ଘଣ୍ଟା ଯାଏ ପ୍ରଶାସନ ର ଇନଭେନଟୋରୀ କାର୍ଯ୍ୟାନୁଷ୍ଠାନ ଜାରି

15-Sep-2021



 ସୁବର୍ଣ୍ଣପୁର,(ମନୋରଞ୍ଜନ ତ୍ରିପାଠୀ ):ଆର୍ଥିକ ଅନିୟମିତତା, କାର୍ଯ୍ୟ ରେ ମନ୍ଥରତା ଓ ଅବହେଳା, କର୍ମଚାରୀ ଙ୍କ ଇ ପି ଏଫ ବନ୍ଦ ଏବଂ କଲେଜ ଛାତ୍ରୀ ଓ ହଷ୍ଟେଲ ଛାତ୍ରୀ ମାନଙ୍କ  ବିଭିନ୍ନ ଅଭିଯୋଗ କୁ ଭିତ୍ତି କରି କାର୍ଯ୍ୟାଳୟ ଚିଠି ନମ୍ବର 8077 ତା.19.08.2021 ଅନୁସାରେ 

ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଦାସ, ମହାବିଦ୍ୟାଳୟ ର ଅଧ୍ୟକ୍ଷା ସୁଶ୍ରୀ ବୈଜୟନ୍ତୀ ନାୟକ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ଓ ସିନିଅର ଅଧ୍ୟାପିକା ଶ୍ରୀମତୀ ରିତାରାଣୀ ପୂଜାରୀଙ୍କୁ ଅଧ୍ୟକ୍ଷା ଦାୟିତ୍ୱ ହସ୍ତାନ୍ତର ପାଇଁ ତୁରନ୍ତ ନିର୍ଦେଶ କରିଥିଲେ l ଶ୍ରୀମତୀ ରିତାରାଣୀ ପୂଜାରୀ ଦାୟିତ୍ୱ ନେବା ପରେ କାର୍ଯ୍ୟାଳୟ ର ସମସ୍ତ ଦାୟିତ୍ୱ ଯଥା, ସବୁ ଆଲମାରୀ ର ଚାବି, କେସ ବୁକ, ଚେକ ବୁକ, ପାସ ବୁକ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ କାଗଜ ପତ୍ର ହସ୍ତାନ୍ତର କରିବା ପାଇଁ ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ବୈଜୟନ୍ତୀ ନାୟକଙ୍କୁ ବାରମ୍ବାର ଚିଠି କରିବା ସତ୍ତ୍ୱେ ସେ ଆଦୌ କର୍ଣ୍ଣପାତ ନ କରିବାରୁ ମହାବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଙ୍କୁ ଜଣାଇଥିଲେ l ଅତିରିକ୍ତ ଜିଲ୍ଲା ପାଳ ତଥା ପରିଚାଳନା କମିଟିର ସଭାପତି  ଙ୍କ ଚିଠି ନମ୍ବର 8626 ତା.02.09..2021 ଅନୁସାରେ ସଭାପତି ପୂର୍ବତନ ଅଧ୍ୟକ୍ଷା ଙ୍କୁ 05.09.2021 ତାରିଖ ସୁଦ୍ଧା ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ କଡା ନିର୍ଦ୍ଧେଶ କରିଥିଲେ l କିନ୍ତୁ ପୂର୍ବତନ ଅଧ୍ୟକ୍ଷା ତାଙ୍କ ନିର୍ଦ୍ଧେଶ କୁ  ଅବମାନନା କରିବାରୁ ଉପଜିଲ୍ଲାପାଳ ସୋନପୁର ଙ୍କୁ ଅଧ୍ୟକ୍ଷା ଙ୍କ ବିରୋଧ ରେ ଇନଭେନଟୋରୀ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜଣାଇଥିଲେ l ସୋନପୁର ଉପଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ ଅନୁସାରେ ଅତିରିକ୍ତ ତହସିଲଦାର  ପ୍ରମୋଦ କୁମାର ମେହେର ଓ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀଙ୍କ ଉପସ୍ଥିତି ରେ ଗତ କାଲି ଦୀର୍ଘ  10 ଘଣ୍ଟା ଯାଏ ଇନଭେନଟୋରୀ  କାର୍ଯ୍ୟାନୁଷ୍ଠାନ ନିଆଯାଇ ରାତି 8 ଟା ବେଳେ ଇନଭେନଟୋରି ର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଥିଲା l 4 ଗୋଟି ଗଦରେଜ ଓ ଅଧ୍ୟକ୍ଷା ଙ୍କ ଡ୍ରୟର କୁ  ତାଲା

ଭାଙ୍ଗି ସେଥିରେ ଥିବା ସବୁ କାଗଜପତ୍ର କୁ କାଲି ପର୍ଯ୍ୟାୟ କ୍ରମେ ତାଲିକା ଭୁକ୍ତ କରାଯାଇଥିଲା l ପ୍ରାୟତଃ ଜରୁରୀ ଓ ମୂଲ୍ୟବାନ କାଗଜ ପତ୍ର ମିଳିସାରିଥିବା ବେଳେ ଆହୁରି ଅନେକ କର୍ମଚାରୀ ଙ୍କ ବ୍ୟକ୍ତିଗତ ସର୍ଭିସ ବୁକ, ଫାଇଲ ଓ ଅନେକ ଗୁରୁତ୍ୱପୂର୍ଣ କାଗଜ ପତ୍ର ମିଳି ନ ଥିବାରୁ ଚିନ୍ତା ରେ ପ୍ରଶାସନ ଓ କର୍ମଚାରୀ l ଗତ କାଲି ଉଦ୍ଧାରଉଦ୍ଧାର ହୋଇଥିବା ସମସ୍ତ କାଗଜ ପତ୍ର  ଓ ଜିନିଷ ର  ସମ୍ପୂର୍ଣ ବିବରଣୀ ଏଡିଏମ ଙ୍କୁ ରିପୋର୍ଟ ପ୍ରଦାନ କରିବାକୁ  କାଲିଠୁ ଏବେ ଯାଏ ରିପୋର୍ଟ ପ୍ରସ୍ତୁତି ଚାଲିଥିବା ବେଳେ ଦୀର୍ଘ ବର୍ଷ ରୁ ଅପଡେଟ ହୋଇ ନ ଥିବା କେଶ ବୁକ, ଚେକ ବୁକ ଓ ଆର୍ଥିକ ବ୍ୟୟ ଅଟକାଳ ର ହିସାବ କୁ କଲେଜ ଏକାଉଣ୍ଟସ ସେକ୍ସନ ର କର୍ମଚାରୀ ପୁଙ୍ଖାନୁପୁଙ୍ଖ ଭାବେ  ଅନୁଧ୍ୟାନ ଜାରି ରଖିଥିବା ର ଅପଡେଟ ଖବର ଆଜି ଦିନ 11 ଟା ରେ ସୂଚନା ମିଳିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like