-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
14-Sep-2021
ବଲାଙ୍ଗିର,- ସେବା ପରୋମଧର୍ମମ ଏହାକୁ ପାଥେୟ ମାହେଶ୍ୱରୀ ସେବା ଜାରି ରହିଛି । ଆଜି ବଲାଙ୍ଗିର ସହରରେ ଗତ ରାତିରୁ ଲଗାଣ ବର୍ଷା ଯୋଗୁଁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ତଳି ଅଂଚଳରେ ଲୋକଙ୍କ ଘରେ ପାଣି ଥିବା ଯୋଗୁଁ ଅଂଚଳର ୋକେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଥିବା ଜାଣି ମାହେଶ୍ୱରୀ ତରଫରୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି ଓ କିଛି ସମୟ ପାଇଁ ତାଙ୍କ କଷ୍ଟ ଦୂର କରିବାର ଚେଷ୍ଟା କରିଛି । ସେବା ପରୋମଧର୍ମମ ଏହା ଜାରି ରହିବ । ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ଉପଦେଷ୍ଟା ଦିନେଶ ଶର୍ମା, ମହିଳା ଶାଖା ସଂଜୋଜିକା ସୋନିଆ ବେଜ, ସଂଯୋଜିକ ପ୍ରିୟଙ୍କା ପଟ୍ଟନାୟକ, ସଦସ୍ୟ ରାଜବାଲୁଙ୍କଶ୍ୱର ନନ୍ଦ, ସାହିଲ ସିଂହ ଗଡତିୟା, ଫାଲଗୁନି ତ୍ରିପାଠି ପ୍ରମୁଖ ।