-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
14-Sep-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହା ବ୍ଲକ ବାଦୀବାହାଲ ପଂଚାୟତ ଭାଲୁପାଲି ଗ୍ରାମରେ ସଭାପତି ମନୋଜ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଆଞ୍ଚଳିକ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଆଞ୍ଚଳିକ ଶ୍ରମିକ ସମାବେଶର ମୁଖ୍ୟ ପରାମର୍ଶଦାତା ଭାବେ ମାନସ ରଞ୍ଜନ ବାବୁ ହୋଇଥିବା ବେଳେ ଅନ୍ୟମାନେ ସମାବେଶ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l ଉକ୍ତ ସମାବେଶରେ ପଂଚାୟତର ବହୁ ସଂଖ୍ୟାରେ ଲୋକ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ l