-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
14-Sep-2021
ପୁଇଁତଳା, (ବିନୋଦ କୁମାର ଦୀପ): ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଖଲିଆପାଲି ପଂଚାୟତ ଠାରେ ଅସୀମା ମହାନନ୍ଦ ଚାରାଟେବୁଲ ଟ୍ରଷ୍ଟ ତରଫରୁ ବୃଦ୍ଧ ଓ ବୃଦ୍ଧାଙ୍କୁ ଧୋତି ଓ ଶାଢ଼ୀ ବଣ୍ଟନ କରାଗଲା l ଏହି ବଣ୍ଟନ କାର୍ଯ୍ୟକ୍ରମଟି ବିଜୟ ମହାନନ୍ଦଙ୍କ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି l ଖଲିଆପାଲି ପଂଚାୟତର ବହୁ ସଂଖ୍ୟାରେ ବୃଦ୍ଧ ଓ ବୃଦ୍ଧା ଯୋଗ ଦେଇଥିଲେ l ବଣ୍ଟନ କାର୍ଯ୍ୟକ୍ରମରେ ସଫଳ କରିବାରେ ଦେବରାଜ ଅମାତ, ନରହରି ମହାନନ୍ଦ ଓ ଲାଲମନ ନାଗ ପ୍ରମୁଖ ସହଯୋଗ କରିଥିଲେ l