-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
13-Sep-2021
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅଧୀନରେ ଥିବା କାଉଡୋଳା ଗ୍ରାମର ବେଳପଡା ଏନ୍ ଏଚ୍ ୨୬ ପାଖରେ ହ୍ୟାଣ୍ଡ।ଇ ଭେନିୟୁ ଗାଡ଼ିଟି କୌଣସି କାରଣରୁ ଭାରଶ୍ୟାମ ହରାଇ ଏକ ଆପାଚି ବାଇକକୁ ଧକ୍କା ଦେଇଥିଲା ଯାହା ଫଳରେଫଳରେ ବାଇକ ଚାଳକ ଗୁରୁତର ଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କୋକସରା ହସ୍ପିଟାଲରେ ଭର୍ତ୍ତି କରିଥିଲେ l ବାଇକ ଚାଳକ ଅତି ଗୁରୁତ୍ୱର ଥିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନସ୍ତରିତ୍ କରାଯାଇଛି । ବର୍ତ୍ତମାନ ଘଟଣା ସ୍ଥଳରେ ଆମପାଣି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।