-+91-9937148622 |
prerana_bgr@rediffmail.com |
Thursday 26th March 2026 |
R.N.I. Regd No. ODIODI/2010/46693
Breaking News
08-Sep-2021
କେନ୍ଦୁଝର(ପ୍ରେରଣା ଖବର) : ଭାଲୁ ଆକ୍ରମଣରେ ୨ଦିନରେ ୫ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି l ଆହାତ ମାନେ କେନ୍ଦୁଝର ଜିଲ୍ଲା ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି lତେଲକୋଇ ରେଞ୍ଜ କାଳିଆହତା ଫରେଷ୍ଟ ସେକ୍ସନ୍ ଅଞ୍ଚଳରେ ଭାଲୁ ଆକ୍ରମଣରେ ୨ଦିନ ମଧ୍ୟରେ ବିଭିନ୍ନ ଗ୍ରାମର ୫ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି l ସ୍ଥାନୀୟ ଅଞ୍ଚଳରେ ମକା ଚାଷ କରାଯାଇଥିବାରୁ ଭାଲୁ ଗୁଡିକ ନିକଟସ୍ଥ କଳାପାଟ ସଂରକ୍ଷିତ ଜଙ୍ଗଲରୁ ବାହାରି ଲୋକମାନଙ୍କୁ ଆକ୍ରମଣ କରୁଛନ୍ତି. ଭାଲୁପଲରେ ମା ଛୁଆ ସହିତ ୫ଟି ଭାଲୁ ରହିଛନ୍ତି l