-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
02-Sep-2021
ବଲାଙ୍ଗିର (ପ୍ରେରଣା ଖବର) : ବର୍ତ୍ତମାନ ମହାମାରୀ କରୋନା ର ତୃତୀୟ ଲହରା କୁ ଆଶଙ୍କା କରି ସ୍ୱାସ୍ଥ୍ୟ କ୍ଷେତ୍ର ରେ ବିଭିନ୍ନ ପ୍ରତିକାର bବ୍ୟବସ୍ଥା କରାଯାଉଛି l ଏହି କ୍ରମରେ ଗତକାଲି ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ ଭୀମଭୋଇ ମେଡିକାଲ କଲେଜ ଏବଂ ମେଡିକାଲ କୁ ଆସି କୋଭିଡ ର ବିଭିନ୍ନ ସମସ୍ୟା ବିଷୟ ରେ କର୍ତ୍ତୁ ପକ୍ଷ ଙ୍କ ସହିତ ଆଲୋଚନା କରିଥିଲେ ଓ କୋଭିଡ ବିଭାଗ ପରିଦର୍ଶନ କରିଥିଲେ ସେଥିରେ ମେଡିକାଲ ର ଅଧୀକ୍ଷକ - ମହେନ୍ଦ୍ର ନାୟକ, ଡିନ୍ - ସବିତା ମହାପାତ୍ର, ସି ଡି ଏମ୍ ଓ - ଭୀମ ସାହୁ ଅବଂ ମେଡିକାଲ କଲେଜ ର ସାଂସଦ ପ୍ରତିନିଧି - ଦିନେଶ ଶର୍ମା ଯୋଗ ଦେଇ ରୋଗୀ ମାନଙ୍କ ସହିତ ମଧ୍ୟ ସାକ୍ଷାତ୍ କରିଥିଲେ