-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
01-Nov-2020
୨୦୨୦ ଜାନୁଆରୀ ୧ରୁ ଏପର୍ଯ୍ୟନ୍ତ ୩୦କେଜିରୁ ଅଧିକ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ଏସଟିଏଫ୍ ୨୪ଟି ମାମଲା ରୁଜୁ କରିବା ସହ ୪୪ଜଣଙ୍କୁ ଗିରଫ କରିଛି । ଆଗାମୀ ଦିନରେ ଏହି ଅଭିଯାଗ ଜାରି ରହିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ଗଲା ଜୁନ୍ ମାସରେ ରାଜଧାନୀରୁ ୫କୋଟି ୨୦ଲକ୍ଷ ଟଙ୍କାର ୪କେଜି ୪୮୬ଗ୍ରାମ ଧଳାଜହର ଜବତ କରିଥିଲା ଏସଟିଏଫ୍ । ଏଥି ସହ ରସୁଲଗଡ଼ ଅଂଚଳରୁ ୩ଜଣ ପେଶାଦାର୍ ମାଫିଆଙ୍କୁ ଗିରଫ କରିଥିଲା । ତେବେ ଓଡ଼ିଶାରେ ବ୍ରାଉନସୁଗାର ମାଫିଆଙ୍କ ଚେର ବାଲେଶ୍ବରରୁ ଭାୟା ପଶ୍ଚିମବଙ୍ଗ ବାଂଲାଦେଶକୁ ଲମ୍ବିଛି!!