-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
31-Oct-2020
ବିଶ୍ୱରେ କରୋନା ଦ୍ୱାରା ପ୍ରାୟ ୪.୫ କୋଟି ଲୋକ ଆକ୍ରାନ୍ତ ହେଲେଣି । ୧୧ ଲକ୍ଷ ଲୋକ ପ୍ରାଣ ହରାଇଲେଣି ।ସଂକ୍ରମଣ ବୃଦ୍ଧି ପାଉଥିବାବେଳେ, ଏଥିରୁ ରକ୍ଷା ପାଇବା ଲାଗି ଗୋଷ୍ଠୀ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଆବଶ୍ୟକ । ଏଥିପାଇଁ କରୋନା ଟିକାକୁ ବିଶ୍ୱବାସୀ ଅପେକ୍ଷା କରିଛନ୍ତି!!*