-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
22-Aug-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଆଜି ପବିତ୍ର ରକ୍ଷାବନ୍ଧନ ଏହି ଅବସରରେ କେଶରୀୟା ହିନ୍ଦୁ ବାହିନୀ ତରଫରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ସଭାପତି ଶ୍ରୀ ସନ୍ତୋଷ ଭୋଳ ଙ୍କ ନିର୍ଦ୍ଦେଶ ରେ ସକାଳ ୧୦ ଘଟିକା ସମୟରେ ବଲାଙ୍ଗୀର ସ୍ଥିତ ପୃଥିରାଜ ଗୋଶାଳା ଠାରେ ଗୋ ମାତା ମାନଙ୍କୁ ରକ୍ଷା ବନ୍ଧନ କରିବା ସହ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ କେଶରୀୟା ହିନ୍ଦୁ ବାହିନୀ ର ରାଜ୍ୟ କୋଷାଧ୍ୟକ୍ଷ ସୁଶିଲ ସାହୁ, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ସଚିବ ହରେକୃଷ୍ଣ ବେହେରା, ପ୍ରଦୀପ ସାହୁ ,ଦେବରାଜ ନାଗ, ଭାସ୍କର ରାଓ, ଅଂଶୁମାନ ପଟେଲ, ପ୍ରଶାନ୍ତ ମିଶ୍ର, ପିତାମ୍ବର ଷ।ଣ୍ଢ, ସୁରଜ୍, ବାକୁଲ୍,ରବୀନ୍ଦ୍ର ନାଏକ, ରାଜୁ ନାଏକ୍, ବୁଲୁ ପର୍ଡିଆ, ସିଦ୍ଧାର୍ଥ ବହିଦାର, ସୌଭାଗ୍ୟ ସ୍ୱାଇଁ, ସନତ୍ ପାତ୍ର, ଶମ୍ଭୁ ସୁନା ଏବଂ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।