-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
15-Aug-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଯୁବସଂକଳ୍ପ ଯାତ୍ରା ଲୋଇସିଂହା ଯୁବମୋର୍ଚ୍ଚା ବିଜେପି ତରଫରୁ ଅନୁଷ୍ଠିତ ହୋଇଯାଇଛି l ଏହି ସଂକଳ୍ପ ଯାତ୍ରାରେ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଦିପ କୁମାର ସାଙ୍କ ନେତୃତ୍ୱରେ ରାଜ୍ୟ ଯୁବମୋର୍ଚ୍ଚା ନିମନ୍ତ୍ରିତ ସଦସ୍ୟ ନର୍ସିଙ୍ଗ ସିଂ, ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ଭୋଳା ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ କୈଳାସ ଗହିର, ଲୋଇସିଂହା ଯୁବମୋର୍ଚ୍ଚା ସଭାପତି ବୁଲୁ ବାଦୀ, ଦୀପକ ବାଗ, ସରୋଜ ସାହୁ, ବିଟୁ ବାରିକ, ପ୍ରଦୀପ ମିଶ୍ର, ସୀତାରାମ ପଧାନ, ନେପାଳ ସା ଓ ଅନ୍ୟାନ୍ୟ ଯୁବମୋର୍ଚ୍ଚା ସଦସ୍ୟ ଉପସ୍ଥିତ ରହି ଲୋଇସିଂହା ଅଗ୍ରେସନ ଭବନରୁ ବସଟାଣ୍ଡ ପର୍ଯ୍ୟନ୍ତ ସଂକଳ୍ପ ଯାତ୍ରା କରିଥିଲେ l