-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   

30-Nov--0001



ବଲାଙ୍ଗୀର(ପ୍ରେରଣା ଖବର) :ପବିତ୍ର  ୭୫ତମ ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲା ଦୌରା ଜଜ ଶ୍ରୀ ଲୋକନାଥ ମହାପାତ୍ର ବଲାଙ୍ଗୀର ସିଭିଲ କୋର୍ଟ ତଥା ପଥରଚେପା ସ୍ଥିତ "ଆଦୃତ " ବାଳନିକେତନ ରେ ସମସ୍ତ ଵିଚାର ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ଙ୍କ ଗହଣରେ ବୃକ୍ଷ ରୋପଣ କରିଥିଲେ l ପ୍ରଥମେ ଜିଲ୍ଲା ଜଜ ସିଭିଲ କୋର୍ଟ ରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ସିଭିଲ କୋର୍ଟ ପରିସରରେ ଭିଜିଲାସନ୍ସ ଜଜ ଶ୍ରୀମତୀ ଅଜନ୍ତା ଷଢଙ୍ଗି, ପୋସ୍କୋ ଏଡ଼ିଜେ ଶ୍ରୀ ଦେବାଶିଷ ରାଉତ, ଫାମିଲି ଜଜ ଶ୍ରୀ ପ୍ରଶାନ୍ତ କୁମାର ନାୟକ, ଏଡ଼ିଜେ ଶ୍ରୀ ସରୋଜ କୁମାର ଦାସ,  ଏଡ଼ିଜେ ଶ୍ରୀମତୀ ପ୍ରଜ୍ଞା ପରମିତା ରାଉଳ, ସିଜେଏମ ଶ୍ରୀ ଅଭିଳାଷ ସେନାପତି, ସିନିଅର ସିଭିଲ ଜଜ ଶ୍ରୀ ଜ୍ୟୋତିରଞ୍ଜନ ଦାଶ, ରେଜିଷ୍ଟ୍ରାର ଶ୍ରୀ ଅମିତ କୁମାର ବାରିକ, ଏସଡିଜେ ଏମ.ଶ୍ରୀ କୈଳାଶ ସାହୁ, ଡିଏଲଏସଏ ସେକ୍ରେଟାରୀ ଶ୍ରୀ ଦେବାଶିଷ ଦାସ, ଜୁନିଅର ସିଭିଲ ଜଜ ଏବଂ ସ୍ପେସିଆଲ ଜୁଡ଼ିସିଆଲ  ମାଜିଷ୍ଟ୍ରେଟ  ଶ୍ରୀ ରମେଶ ଚନ୍ଦ୍ର ରାୟଗୁରୁ  ପ୍ରମୁଖ  ବୃକ୍ଷ ରୋପଣ କରିଥିଲେ l ଏହାପରେ ଜିଲ୍ଲା ଜଜ ସମେତ ସମସ୍ତ ଵିଚାର ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ପଥରଚେପା ସ୍ଥିତ "ଆଦୃତ "  ବାଳ ନିକେତନ ପରିଦର୍ଶନ କରି ସମସ୍ତ ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ସହ ଏହି ଅନୁଷ୍ଠାନ ର ବିଭିନ୍ନ ସମସ୍ୟା ବିଷୟ ରେ ଅଧିକାରୀଙ୍କ ସହ ଜିଲ୍ଲା ଜଜ ଶ୍ରୀ ଲୋକନାଥ ମହାପାତ୍ର ଆଲୋଚନା କରିଥିଲେ l ସମସ୍ତ ଵିଚାର ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ସହ ଜିଲ୍ଲା ଜଜ "ଆଦୃତ "ପରିସରରେ ବୃକ୍ଷରୋପଣ କରିଥିଲେ l ଏହିସବୁ କାଯ୍ୟକ୍ରମ ବଲାଙ୍ଗୀର ଵିଚାର ବିଭାଗୀୟ କର୍ମଚାରୀ ସଙ୍ଘ ସଭାପତି ପ୍ରକାଶ କୁମାର ନେପାକ ଙ୍କ ସଂଯୋଜନା ତଥା ବରିଷ୍ଠ କର୍ମଚାରୀ ପଞ୍ଚାନନ ପଟ୍ଟନାୟକ, ଦେବି ପ୍ରସାଦ ଖେତୀ, ସୁଧୀରଞ୍ଜନ  ହୋତା, ମହେନ୍ଦ୍ର ନାଏକ, ସୁଧୀର ସେଠ, ଦୂତିଆ ଦେହୁରୀ, ପ୍ରେମା ପଟେଲ, ରାମ ବାଗ, ଭକ୍ତ ଯୁଏଡ଼, ଶୁଭ୍ରାଂଶୁ ବାଗ, ସୁବ୍ରତ ମିଶ୍ର, ରାଜେନ୍ଦ୍ର ଦାସ, ଆବାସ ପଣ୍ଡା, ରାଜେନ୍ଦ୍ର ପଣ୍ଡା, ମନୋରଞ୍ଜନ ପଣ୍ଡା, ସଂଜିତ ଦାସ, ହରିବନ୍ଧୁ ବଗର୍ତି, ଅନିଲ ତ୍ରିପାଠୀ, ଦିଗାମ୍ବର ଯୋଶୀ, ସଂଦିପ୍ତl ହୋତା, ଶ୍ରଦ୍ଧାଞ୍ଜଳି ମେହେର, ଲୁସି ସୋରେଙ୍ଗ, ପ୍ରିତିରାଣୀ ଗଡୁଆ, ନିଷିଗନ୍ଧl ସାହୁ, ସମସ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ  ଏବଂ "ଆଦୃତ "ର ସମସ୍ତ କାର୍ଯ୍ୟକର୍ତ୍ତା ବିଘ୍ନରାଜ ବନଛୋର, ଅରୁଣ ଖୁଆସ, ଚୂଡ଼ାମଣି ପଣ୍ଡା, ଦିଗାମ୍ବର କର, ତଥା ସିପିଓ ଲକ୍ଷ୍ମୀ ସିଂ ସହଯୋଗରେ ଅନୁଷ୍ଠିତ ହୋଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like