-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||     

HOME   ଜିଲ୍ଲା

*ଜ଼ିଲ୍ଲାପାଳ ଙ୍କ ନିର୍ଦ୍ଧେଶ ଓ ପୌର ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ଦ୍ଵିତୀୟ ଗୋ ଶ୍ରଦ୍ଧା ବୈଠକ*-- *ସହାୟତା ପାଇଁ ଦୃଢ଼ ପ୍ରତିଶୃତି  ଦେଲେ ସହର ର ପ୍ରମୁଖ ସଂଗଠନ

13-Aug-2021



ସୋନପୁର(ମନୋରଞ୍ଜନ ତ୍ରିପାଠୀ) :ଆଜି ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ଓ  ପୌର ପରିଷଦ ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ପୌର ପରିଷଦ ସଭା ଗୃହ ଠାରେ ଦ୍ଵିତୀୟ ଗୋ ଶ୍ରଦ୍ଧା ବୈଠକ ଅନୁଷ୍ଠିତ ହୋଇଥିଲା l ଏଠାରେ ବଜରଙ୍ଗ ଦଳ,  ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ସେବା ଭାରତୀ ଅନୁଷ୍ଠାନ, ୟୁଥ ଫର ଏକ୍ସନ, କେଶରୀଆ ହିନ୍ଦୁ ବାହିନୀ, ସ୍ୱଚ୍ଛ ଭାରତ ସଂଗଠନ , ପ୍ରାଣୀ ମଙ୍ଗଳ ବୋର୍ଡ  ସଦସ୍ୟ, ଗୋ ସୁରକ୍ଷା ବାହିନୀ,  ସମେତ ସହର ର ପ୍ରମୁଖ ସଂଗଠନ ଯୋଗ ଦେଇ  ମାଲିକାନା ନ ଥିବା ଗାଈ ଗୋରୁ ଙ୍କୁ ବିକ୍ରି କରା ନ ଯାଇ ଆଗ୍ରହୀ  ଗ୍ରାମାଞ୍ଚଳ ଲୋକ ଙ୍କୁ ପାଳନ ଲାଗି ମାଗଣା ପ୍ରଦାନ, ଏକ  ସ୍ଥାୟୀ କାଞ୍ଜି ହାଉସ  ଓ କେନ୍ଦ୍ର ସରକାର ଙ୍କ ସ୍ପlସ  ଯୋଜନା ରେ ଉନ୍ନତ ଧରଣ ର  ଗୋ ସମ୍ବର୍ଦ୍ଧନl କେନ୍ଦ୍ର ନିର୍ମାଣ,  ଗୋଶାଳା ପାଇଁ ଛୋଟ ଚାଷୀ ଙ୍କୁ ବେକାରୀ ଯୁବକ ଙ୍କୁ ବ୍ୟାଙ୍କ ଋଣ ମାଧ୍ୟମରେ ରେ ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ଦେବା,  ରେସକ୍ୟୁ ବାହାନ, ବ୍ୟାପକ ଜନସଚେତନତା, ଅମାନିଆ  ମlଲିକ ଙ୍କୁ କଡା ଜରିମାନା, ହେଲ୍ପ ଲାଇନ ନମ୍ବର ବ୍ୟବସ୍ଥା, ପ୍ରଶାସନ ସହ ବିଭିନ୍ନ ସାମାଜିକ  ଅନୁଷ୍ଠାନ କୁ ନେଇ ଏକ ଗୋ ସୁରକ୍ଷା କମିଟି ଗଠନ,  ଅନୁଷ୍ଠାନ ମାନଙ୍କୁ ନେଇ ସହାୟତା ଓ ଜରୁରୀ  ସୂଚନା  ପାଇଁ  ପ୍ରଶାସନ ଏକ ହ୍ୱାଟ୍ସସପ ଗ୍ରୁପ ଖୋଲିବା, କାଞ୍ଜି ହାଉସ ର ସୁ - ପରିଚାଳନା, ପ୍ରାଣୀ ଚିକିତ୍ସା ଲୟ କୁ ଆଧୁନିକି କରଣ କରିବା  ଇତ୍ୟାଦି ଅନେକ  ସୁ ଚିନ୍ତିତ ପ୍ରସ୍ତାବ  ମାଧ୍ୟମରେ ଜ଼ିଲ୍ଲା ପ୍ରଶାସନ କୁ  ଅନୁରୋଧ  କରିଥିଲେ l  ଆର -ଏସ -ଏସ ର ରାଜେଶ ସିଂହ, ଆଲୋକ ନାଥ ନାଏକ, କେଶରୀଆ ବାହିନୀ ର ବ୍ୟାସ ଦେବ ମିଶ୍ର, ସ୍ୱଚ୍ଛ ଭାରତ ସଂଗଠନ ର ଇନ୍ଦୁ ମତୀ ପୁରୋହିତ, ବିନୋଦ ମେହେର, ପ୍ରଦୀପ ପୁରୋହିତ,  ମନୋରଞ୍ଜନ ତ୍ରିପାଠୀ,  ଲଡ଼ୁ କିଶୋର ମଲ୍ଲିକ, ବଜରଙ୍ଗ ଦଳ  ର ଜିତୁ ବଡ଼ମାଳି, ଶକୁନ ମିଶ୍ର, ସୁବ୍ରତ ବାରିକ, ୟୁଥ ଫର ଏକ୍ସନ ର ସ୍ୱରୂପ ପାତ୍ର, ସମାଜ ସେବୀ ଗଣେଶ ସାହୁ, ଏନିମଲ ୱେଲଫେୟାର ବୋର୍ଡ

ର ସଦସ୍ୟ ଆଇନଜୀବୀ ରଶ୍ମି ରଞ୍ଜନ ଦାଶ ପ୍ରମୁଖ ଅନେକ ସଦସ୍ୟ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ଏବଂ ଜ଼ିଲ୍ଲାପାଳ ଓ ପୌର ପ୍ରଶାସନ ର ଏଭଳି ଯୁଗପୋଯୋଗୀ ଯୋଜନା ଓ ପଦକ୍ଷେପ କୁ ଭୂୟସୀ ପ୍ରଶଂସା କରି  ଏହାକୁ ସଫଳ ରୂପାୟନ କରିବା କୁ ଏ ଅଭିଯାନ ରେ ସମସ୍ତ ସହାୟତା ଦେବାକୁ ଦୃଢ଼ ପ୍ରତିଶୁତି ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026

You Might Also Like