-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
10-Aug-2021
ପୁରୀ :(ସମୀର ରଞ୍ଜନ ନାୟକ ): ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀ ଙ୍କ କାର୍ଯ୍ୟାଳୟର କିରାଣୀ ଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କିରାଣୀ କୃଷ୍ଣଚନ୍ଦ୍ର ଜେନାଙ୍କ
ଶ୍ରୀ ଗୁଣ୍ଡିଚା ବିହାର ଘର, ବ୍ରହ୍ମଗିରି ପୈତୃକ ବାସଭବନ ଏବଂ
ଭୁବନେଶ୍ୱର ର ନୂଆ ଗାଁ ରେ ଥିବା ୩ମହଲା କୋଠାରେ ରେଡ୍ କରାଯାଉଛି । ପୁରୀ ଏବଂ ଭିଜିଲାନ୍ସ ର ମିଳିତ ଚଢାଉ ଜାରି ରହିଛି। ତି
ନୋଟି ଟିମ ଦ୍ବାରା ସକାଳୁ ଚଢାଇ ଜାରି ରହିଛି। ଛତୁଆ ଦୁର୍ନୀତି ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା। ଛତୁଆ ଦୁର୍ନୀତି ଏବଂ ତା ସହ ଶିଶୁ ବିକାଶ କାର୍ଯ୍ୟ ରେ ଆସୁଥିବା ଅନେକ ଯୋଜନାର ଟଙ୍କା ହେରଫେର କରି ସମ୍ପତ୍ତିଠୁଳ ଅଭିଯୋଗ ହୋଇଥିଲା।