-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||     

HOME   ଜିଲ୍ଲା

ଓ.ବି.ସି.ମାନଙ୍କୁ ଧୋକା ଦେଇ ଆସୁଥିବା କେନ୍ଦ୍ର ସରକାର ବିରୁଦ୍ଧରେ ରେଲି ଏବଂ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

03-Aug-2021



କଳାହାଣ୍ଡି(ତ୍ରିନାଥ ବେଶ୍ରା ସହ ସଞ୍ଜୀବ  ଦାସ): ଯେପର୍ଯ୍ୟନ୍ତ National Eligibility cum Entrance Test (NEET) ବଳବତ୍ତର ରହିବ ସେ ପର୍ଯ୍ୟନ୍ତ NEET ରେ ଓ. ବି. ସି ମାନଙ୍କୁ ୨୭%ପ୍ରତିଶତ ସଂରକ୍ଷଣ କେନ୍ଦ୍ର ଏବଂ ରାଜ୍ୟ ମେଡିକାଲ୍ କଲେଜ ଗୁଡିକରେ ଦିଆଯାଉ। ଓ. ବି. ସି ମାନଙ୍କର ଜାତି ଆଧାରିତ ଜନଗଣନା କରି ପ୍ରତ୍ୟେକ କ୍ଷେତ୍ରରେ  ସେମାନଙ୍କ ସଖ୍ୟାନୂପାତରେ ପ୍ରତିନିଧିତ୍ଵ (ସଂରକ୍ଷଣ) କାର୍ଯ୍ୟକାରୀ କରାଯାଉ।

ଅସାମ୍ବିଧାନିକ କ୍ରୀମିଲେୟର ଉଚ୍ଛେଦ କରାଯାଉ।
ସମ୍ପୂର୍ଣ୍ଣ ମଣ୍ଡଳ କମିଶନ ଲାଗୁ କରାଯାଉ।
ଏହି ୪ ଗୋଟି ଦାବୀ ନେଇ କୋଭୀ ଡ -19 ଆଇନ୍ ପାଳନ କରି ଆଜି ଦେଶ ବ୍ୟାପି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୌଧୁରୀ ବିକାଶ ପଟେଲ୍ ଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟର ଜିଲ୍ଲା ମାନଙ୍କରେ ରେଲି ପ୍ରଦର୍ଶନ କରି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପଳଙ୍କ ଜରିଆରେ ଦାବିପତ୍ର ଦେଇଛନ୍ତି।
 ସେହି ଭଳି ଓଡ଼ିଶା ଶାଖା ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ରାଜ୍ୟ ସଭାପତି ଜଗଦୀଶ ଯାଦବ ଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଜିଲ୍ଲା ସହ କଳାହାଣ୍ଡି ଶାଖା ପକ୍ଷରୁ ମଧ୍ୟ ଆଜି ଭବାନୀପାଟଣା ନକଟିଗୁଡା  ଛକ ବିଶ୍ୱରତ୍ନ ବାବା ସାହେବଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରି  ବିରାଟ ରେଲି ବାହାରି ପୁରୁଣା ପଡ଼ା, ହସ୍ପିଟାଲ୍ ଛକ, ରେଣ୍ଡୋ ମାଝୀ ଛକ, ସିନେମାହଲ ଛକ, ଗାନ୍ଧୀ ଛକ ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ରେଲି ପହଞ୍ଚି ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆ  ଯାଇଥିଲା ।

ଏହି ରେଲି ପ୍ରଦର୍ଶନ ରେ ମୁଖ୍ୟ ବକ୍ତା ପଶ୍ଚିମ ଓଡ଼ିଶା ଯାଦବ ବିକାଶ ପରିଷଦ ଜିଲ୍ଲା ସଭାପତି- ଶ୍ରୀଯୁକ୍ତ -ତୁଳମଣି ନାଗ, ବହୁଜନ କ୍ରାନ୍ତି ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଆଇନ୍ ଜିଵୀ-ରିଷିସୁଦନ ଛତ୍ରପାଲ୍, ରାଷ୍ଟ୍ରୀୟ ମୁଳନିବାସି ମହି ଳ। ସଂଘ ସଭାନେତ୍ରୀ କମଳିନୀ ଯାଦବ, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ: ଆଦିତ୍ୟ ହଂସ ଯାଦବ,ରାଷ୍ଟ୍ରୀୟ ମୁସଲିମ ମୋର୍ଚ୍ଚା ରାଜ୍ୟ ସଭାପତି:ମେହେବୁ ରାଜା, ଆଦିବାସୀ ଏକତା ପରିଷଦ ରାଜ୍ୟ କାର୍ଯ୍ୟକାରି ସଦସ୍ୟ କୁଶ ଶବର, ଖିରସିନ୍ଦୁ ବୋଡକିଆ, ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ଜିଲ୍ଲା ସଭାପତି: ପ୍ରଫୁଲ୍ଲ କର, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ସୋସିଆଲ ମିଡ଼ିଆ ରାଜ୍ୟ ପ୍ରଭାରୀ: ଅହିଦ୍ୱାଜ ନାଗ, କମଳାକାନ୍ତ ଖର୍ସେଲ, ଧନୁଞ୍ଜୟ ସାହୁ, ଶରତ ସାହୁ, ସଞ୍ଜୟ ଶବର, କୀର୍ତ୍ତି ଗୋଉଡ, କରୁଣା ଚଣ୍ଡୀ, ସନ୍ତୋଷ ନାଏକ, ଦକେଶ୍ୱର ରଣା,ଲବ କରୁଆ, ଚନ୍ଦ୍ର ଗୋପାଳ, ଈଶ୍ୱର ପଟେଲ, ମୁରଲୀ ଚଳାନ, ସୁରେଶ ଚନ୍ଦନ ସହ OBC ସମାଜ ର ବୁଦ୍ଧିଜୀବି ବାର୍ଗ।
୨୬ ଜାନୁଆରୀ ୧୯୫୦ ମସିହାରେ ଭାରତୀୟ ସମ୍ବିଧାନ ଲାଗୁହେବା ସମୟରୁ ହିଁ ଓ ବି ସି ମାନଙ୍କ ସହିତ କ୍ରମା ଗତ ଭାବରେ ଛଳନା ପ୍ରତାରଣା କରି ଆସୁଅଛି କେନ୍ଦ୍ର ସରକାର। ଭାରତରେ ଓ ବି ସି ମାନଙ୍କ ଜନସଂଖ୍ୟା ପ୍ରାୟ ୭୦ କୋଟି ହେବ, କିନ୍ତୁ ସେମାନଙ୍କ ଛାତ୍ର ଛାତ୍ରୀ ଙ୍କୁ ଚିକିତ୍ସା କ୍ଷେତ୍ରରେ ପ୍ରବେଶ ନ କରିବାପାଇଁ କେନ୍ଦ୍ର ସରକାର ଦ୍ଵାରା ସମସ୍ତ ପ୍ରକାର ଷଡଯନ୍ତ୍ର କରି ଆସୁଛନ୍ତି ଶାସକ ବର୍ଗ ଲୋକ।

ଯାହାକି ୨୦୧୭ ମସିହା ରୁ ୨୦୨୦ ଏହି NEET ମାଧ୍ୟମରେ ୪ବର୍ଷ ଭିତରେ ୧୧୦୨୭ ଓ.ବି.ସି.ଛାତ୍ର ଛାତ୍ରୀ ଙ୍କୁ ଡାକ୍ତର ହେବାରୁ କେନ୍ଦ୍ର ସରକାର ଦ୍ଵାରା ବଞ୍ଚିତ କରାଯାଇଛି। ଏହି ବର୍ଷ ୨୦୨୧ ରେ ମଧ୍ୟ ଓ ବି ସି ଛାତ୍ର ଛାତ୍ରୀ ମାନଙ୍କୁ ଡାକ୍ତରରୀ ପାଠ ପଢ଼ିବାରୁ ବଞ୍ଚିତ କରିବାପାଇଁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରିଛନ୍ତି।
ସେହିଭଳି ୧୯୩୧ ଜାତି ଆଧାରିତ ଜନଗଣନା ଅନୁଯାୟୀ OBC ହେଉଛନ୍ତି ୫୨% ପ୍ରତିଶତ ଯେଉଁମାନଙ୍କୁ କ୍ରିମିଲେୟର ଲଗାଇ ୨୭% ପ୍ରତିଶତ ରେ ସୀମିତ ପ୍ରତିନିଧିତ୍ଵ ପାଇ ସଂରକ୍ଷଣ ଦିଆ ଯାଇଛି ଯାହାକି ସମ୍ବିଧାନ ର ଅନୁଛେଦ୍ ୩୪୦ ର ମୂଳ ଉଦ୍ଦେଶ୍ୟ ବିରୁଦ୍ଧରେ ଅଟେ।
ଦେଶ ସ୍ବାଧୀନ ହୋଇ ଦୀର୍ଘ ୭୪ ବର୍ଷ ବିତି ଯାଇଥିଲେ ମଧ୍ୟ ବିଭିନ୍ନ ସମୟରେ ପଶୁ,ପକ୍ଷୀ,ଗାଈ,ଛେଳି,ମେଣ୍ଡ, ବାଘ,ଭାଲୁ,କଲା ଘୁଷୁରୀ, ଧଳାଘୁଷୁରୀ, ଗଣନା କରାଯାଉଛି କିନ୍ତୁ ଭାରତର  ମୁଳନିବାସି OBC ମାନଙ୍କର ଜାତି ଆଧାରିତ ଜନ ଗଣନା ନ କରିବାପାଇଁ ବିଭିନ୍ନ ସମୟରେ କେନ୍ଦ୍ର ସରକାର ଷଡ଼ଯନ୍ତ୍ର ଉପରେ ଷଡ଼ଯନ୍ତ୍ର କରି OBC ମାନଙ୍କୁ ଧୋକା ଦେଇ ଆସୁଛନ୍ତି ବୋଳି OBC ମୋର୍ଚ୍ଚା ବକ୍ତା ମାନେ ବକ୍ତବ୍ୟ ରଖି OBC ସମାଜ କୁ ଜାଗରଣ କରିଛନ୍ତି ଆଗାମୀ ଦିନରେ ଦେଶ ବ୍ୟାପୀ ଚକା ଯାମ ଆନ୍ଦୋଳନ କରିବା ପାଇଁ ନିଷ୍ପତି ନେଇଛନ୍ତି।
ହେଲେ କେନ୍ଦ୍ର ସରକାର OBC ମାନଙ୍କୁ ପଶୁ ଠାରୁ ବି ହିନ ଦୃଷ୍ଟି ରେ ଦେଖିବା କେତେ ଯୁକ୍ତି ଯୁକ୍ତ? ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026

You Might Also Like