-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

ଅଭିଯୋଗ ଆସିଲେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ, ସବିଶେଷ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲା ଡି. ପି. ଏମ. ରାଜେନ୍ଦ୍ର ମହାରଣା

03-Aug-2021



ଟିଟିଲାଗଡ଼ (ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ହଟଜୋନ୍  ର କେନ୍ଦ୍ରବିନ୍ଦୁ  ପାଲଟିଥିବା ଟିଟିଲାଗଡ଼ ସବଡିଭିଜନରେ ଅନେକ ମାତ୍ରାରେ ଏଚ ଏଚ. ଆଇ. ଭି/ ଏଡସ୍ ଭୁତାଣୁ ସଂକ୍ରମିତଙ୍କୁ ସରକାରୀ ଅନୁଦାନ ପତ୍ର ସାଇ ଟି. ଆଇ ପ୍ରକଳ୍ପ କାର୍ଯ୍ୟକାରିତା ଦର୍ଶାଇବା ଅଭିଯୋଗ ହୋଇଛି । ଦୁଇ ଜଣ

ଟିଟିଲାଗଡ଼ ସହରାଞ୍ଚଳର ନିୟମିତ ଏ.ଆ.ଟି ଔଷଧ ସେବନ କରୁଥିବା ଆକ୍ରାନ୍ତ ଚିକିତ୍ସା ଅଭାବରୁ ଘରେ ଦୁଇ ମାସ ରୁ ଉର୍ଦ୍ଧ୍ବ ପଡିରହିଥିବା ନେଇ ବଲାଙ୍ଗୀର ଜିଲ୍ଲା ଡ଼ି ପିଏମ ତୁରନ୍ତ ସବିଶେଷ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏପରି କି ଉକ୍ତ ସାଇ ଟି.ଆଇ ପ୍ରକଳ୍ପର କେତେକ କର୍ମଚାରୀ ଉକ୍ତ ଆକ୍ରାନ୍ତଙ୍କ ଘରେ ଦୁଇ ମାସ ପଡିରହିଥିବା ସୂଚନା ଜିଲ୍ଲା ଡିପିଏମ ପାଇବା ପରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟlନୁଷ୍ଠାନ ଗ୍ରହଣ କରିଥିଲେ । ପ୍ରକାଶ ଯେ ଏହି ଦୁଇ ଜଣ ଆକ୍ରାନ୍ତ ଶଯ୍ୟାଶାୟୀ ହୋଇ ପଡି ରହିଯାଇଥିବା ସୂଚନା ଅଧିକାର ଆଇନ ଅନୁଯାୟୀ ପ୍ରାପ୍ତ ତାଲିକା ରେ ଅନ୍ତର୍ଭୁକ୍ତ ହୋଇ ସୁଦ୍ଧା ତାଙ୍କର କୌଣସି ପ୍ରକାର ସହାୟତା କରି ନ ଆସି ଦୀର୍ଘ ଦିନ ଧରି ଏମିତି ଅନେକ ଜାଲ କାର୍ଯ୍ୟକ୍ରମ ହୋଇଛି କି,ସେ ନେଇ ସ୍ୱତନ୍ତ୍ର ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଟିଟିଲାଗଡ଼ ରେଳ ଜନକ୍ସନ ଥିବା ଓ ଦାଦନ ଶ୍ରମିକ ପ୍ରବଣ ଅଞ୍ଚଳ କାରଣ ରୁ ରାଜ୍ୟ ର ଗଞ୍ଜାମ କୁ ଟପି ବଲାଙ୍ଗୀର ହଟ ଯୋନ ଘୋଷିତ ହେବା ଜାତୀୟ ତଥା ମୃତ୍ୟୁ ସଂଖ୍ୟା ନେଇ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ର କାରଣ ପାଲଟିଛି l ଏକ ଯୋଜନା ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ କାର୍ଯ୍ୟକାରୀ କରାଯିବା ନିଷ୍ପତ୍ତି ନିଆଯାଇଥିଲା । ହେଲେ ଅନେକ ସରକାରୀ ଓ ବେସରକାରୀ ବିଭାଗ ଏ ନେଇ ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟ କରିବାକୁ ନାରାଜ ହୋଇଥିଲେ । ପରେ ଜିଲ୍ଲାରେ ଏକ ଟିଆଇ ପ୍ରକଳ୍ପ ଉପରେ କାର୍ଯ୍ୟ କରିବାକୁ ରାଜେନ୍ଦ୍ର ଯୁବକ ସଂଘ ରାଜି ହୋଇଥିଲା । ସ୍ୱଳ୍ପ ସମୟରେ ପରିସ୍ଥିତି ଜିଲ୍ଲା ଡିପିଏମ ରାଜେନ୍ଦ୍ର ମହାରଣା, ଟିଟିଲାଗଡ଼ ସବ୍ଡିଭିଜନ ମ୍ୟାଡିକାଲ ଅଫିସର ଡ଼ଃ କୃଷ୍ଣଚନ୍ଦ୍ର ପାଲ ତତ୍କାଳୀନ ପରିସ୍ଥିତିକୁ ମାତ୍ର ପାଞ୍ଚ ବର୍ଷ ଭିତରେ ମୃତ୍ୟୁ ହାର ଓ ଆକ୍ରାନ୍ତଙ୍କୁ ବ୍ରହ୍ମପୁର ମ୍ୟାଡିକାଲ କଲେଜ ଡାକ୍ତରଖାନା ପ୍ରେରଣ ଓ ଏ. ଆର. ଟି ଔଷଧ ପ୍ରଦାନ ବ୍ୟବସ୍ଥା କରି ଅସଂଖ୍ୟ ଆକ୍ରାନ୍ତଙ୍କ ଜୀବନ ରକ୍ଷା ନେଇ ଏକ ଚ୍ୟାଲେଞ୍ଜ ପୁର୍ଣ ପଦକ୍ଷେପ ନେଇଥିଲେ l ଏଇ ତିନି ଜଣ ଜାତୀୟସ୍ତରର ଏନଅରଏସ ତାଲିକାଭୁକ୍ତ ହୋଇ ଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ସାଇ-ଟି. ଆଇ ପ୍ରକଳ୍ପ ନାମକ ଏକ ଅନୁଷ୍ଠାନ ଉକ୍ତ ଟି. ଆଇ 

ଦାୟିତ୍ୱ ନେଇ ଦୁଇ ଗୁରୁତର ଏଡସ୍ ଆକ୍ରାନ୍ତ ଦୁଇ ମାସ ଧରି ଉକ୍ତ ସାଇ କର୍ଯ୍ୟକର୍ତା ଜାଣି ଚିକିତ୍ସା ସୁଯୋଗ ନ ପାଇବା ଖବର ପାଇ ତୁରନ୍ତ ତାଙ୍କୁ ଚିକିତ୍ସା ବ୍ୟବସ୍ଥା ନିର୍ଦ୍ଦେଶ ଦେଇ ଥିଲେ  । ସେହିପରି ଅବହେଳା ନେଇ ତଦନ୍ତ ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ଉକ୍ତ ପ୍ରକଳ୍ପ ର ସବିଶେଷ ତଥ୍ୟ ପ୍ରଦାନ ପାଇଁ ତଦନ୍ତ  ନିର୍ଦ୍ଦେଶ ଦେଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like