-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||     

HOME   ଜିଲ୍ଲା

ଆଜି ୨ ଓ ଆସନ୍ତା କାଲି ୩ ତାରିଖ ଦୁଇଦିନ ଧରି ସୁବର୍ଣ୍ଣପୁର ଜିଲ୍ଲାର ୫୪କେନ୍ଦ୍ରରେ ହେବ ଟୀକାକରଣ

02-Aug-2021



ବିନିକା-(ହିମାଂଶୁ ଶେଖର ପୁଟେଲ) ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ  ତରଫରୁ ତା୨/୮/୨୧ଓ ତା୩/୮/୨୧ ରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର ମ୍ୟୁନିସିପାଲିଟିରେ  ବ୍ୟବସ୍ଥିତ ୫୪କେନ୍ଦ୍ରରେ ଯଥା-ସୋନପୁର ବ୍ଲକରେ ୧୩କେନ୍ଦ୍ର, ଡୁଙ୍ଗୁରିପାଲି ବ୍ଲକରେ ୦୯କେନ୍ଦ୍ର,ବିନିକା ବ୍ଲକରେ ୧୦କେନ୍ଦ୍ର, ବୀରମହାରାଜପୁର ବ୍ଲକରେ ୧୦କେନ୍ଦ୍ର,ତରଭା ବ୍ଲକରେ ୦୭ କେନ୍ଦ୍ର, ଉଲୁଣ୍ଡା ବ୍ଲକରେ ୦୬କେନ୍ଦ୍ରରେ ଏବଂ  ସୋନପୁର ମ୍ୟୁନିସିପାଲିଟି ର ୧ଟି କେନ୍ଦ୍ରରେ ୧୮ ରୁ ଉର୍ଦ୍ଧ ବର୍ଷ ହିତାଧିକାରୀଙ୍କୁ ଟୀକା ପ୍ରଦାନ କରାଯିବ l ହିତାଧିକାରୀ ଟୀକାକରଣ ନିମନ୍ତେ ପଂଜିକୃତ କରି ନିଯୁକ୍ତି ଚିଠାକୁ ଅନୁସୂଚିତ କରାଇପାରିବେ ଅଥବା ଉକ୍ତ ଦିନ ନିର୍ଧାରିତ ସମୟ ସକାଳ ଘଂ ୦୯-୦୦ ରେ କେନ୍ଦ୍ରକୁ ଯାଇ ଟୀକା ନିମନ୍ତେ ଅଗ୍ରିମ ଟୋକନ ସଂଗ୍ରହ କରିପାରିବେ l ସ୍ଲଟ ବୁକିଂ କରିଥିବା ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ  ଟୀକା ପ୍ରଦାନ କରାଯିବ l ଉକ୍ତ ଦିନ ଗୁଡିକରେ ଟୀକାକରଣ ପାଇଁ ଯୋଗ୍ୟ ପଂଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋବାଇଲ ମେସେଜ/ଚିଠାର ହାର୍ଡକପି ) ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର ସାଙ୍ଗରେ ଆଣି ସୂଚିତ  ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ l ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଇଛି l ଏହି ଟୀକାକରଣ ଉକ୍ତ ଦିନଗୁଡ଼ିକରେ ସକାଳ ୦୯ରୁ ସନ୍ଧ୍ୟା ୦୬ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ l 
ହିତାଧିକାରୀ ଟୀକାକରଣ  ପାଇଁ  ଅନଲାଇନ
https://selfregistration.cowin.gov.in ରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇପାରିବେ  lତା୩୧/୦୭/୨୧ ରାତ୍ର ୯ ଘଣ୍ଟାରୁ ପଞ୍ଜିକରଣ ନିମନ୍ତେ ସ୍ଲଟ ଖୋଲା ରହିଛି  l ତେବେ ମିଳିଥିବା ସୂଚନା ଅନୁସାରେ ବୀରମହାରାଜପୁର ବ୍ଲକର ୧୦ଟି କେନ୍ଦ୍ର ତା୦୨/୦୮/୨୧ ରେ ହେବାକୁ ଥିବା ଟୀକାକରଣ କେନ୍ଦ୍ରର ନାମ:

୧-ମୁରଶୁଣ୍ଢୀ ପିଏଚସି, 
୨-ପିତାମହୁଲ ଏସସି, 
୩-ଖଣ୍ଡହତା ଏସସି, 
୪-କେନଝରିଆପାଲି ଜିପି କାର୍ଯ୍ୟାଳୟ, 
ତା ୦୩/୦୮/୨୧ରେ 
୫-ଲାତୁରପଙ୍କ ସ୍କୁଲ
୬-ଯୁବରାଜପୁର ସ୍କୁଲ
୭-ବଡ଼କୀରାଶିରା ସ୍କୁଲ
୮-ଅମରପାଲି ସ୍କୁଲ
ତା ୦୨/୦୮/୨୧ ଓ ତା ୦୩/୦୮/୨୧ରେ ହେବାକୁ ଥିବା ଟୀକା କେନ୍ଦ୍ରର ନାମ -
୯-କଲ୍ୟାଣମଣ୍ଡପ   ବୀରମହାରାଜପୁର,
୧୦-ସୁବଳୟା ପିଏଚ ଟୀକାକେନ୍ଦ୍ରରେ ଟୀକାକରଣ ହେବ l
ତରଭା ବ୍ଲକର ୦୭ଟି କେନ୍ଦ୍ର ରେ ଟୀକାକରଣ
ତା ୦୨/୦୮/୨୧ଓ ତା୦୩/୦୮/୨୧ରେ ହେବାକୁ ଥିବା ଟୀକାକରଣ କେନ୍ଦ୍ରର ନାମ -
୧-ଚିକିତ୍ସାଳୟପରିସର  
୨- ଶିବତୁଲା ୟୁପିଏସ  
୩-ଚାରଭଟା ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ
୪-ସିଂଘାରି କଲ୍ୟାଣ ଆଶ୍ରମ  
୫-କମସରା ପିଏଚସି
୬-ମେଣ୍ଡାପ୍ରାଥମିକ ସ୍କୁଲ
୭-ପୁଆପ୍ରାଥମିକବିଦ୍ୟାଳୟ  
ଟୀକା କରଣ କେନ୍ଦ୍ରରେ ଟୀକାଦାନ କରାଯିବ l
ବିନିକା ବ୍ଲକର ୧୦ଟି କେନ୍ଦ୍ର :
ତା୦୨/୦୮/୨୧ ରେ 
୧-ମେଘଲା ଏଡବ୍ଲୁସି
୨-ବାଞ୍ଜିପାଲି ୟୁପିଏସ
୩-ବାଉଁସୁଣୀ ଏସସି
୪-ସେଲେଡ଼ି ଏଡବ୍ଲୁସି
୫-ପିଏଚସି ବାଙ୍କିଗିରିଡ଼ି 
ତା ୦୩/୦୮/୨୧ରେ ହେବାକୁଥିବା ଟୀକାକରଣ କେନ୍ଦ୍ର -
୬-ଅରିଗାଁ କ୍ଲବ ହାଉସ
୭-ଜିଏଚ ମହାଦେବପାଲି
୮-ଫୁଲମୁଠି ଏଡବ୍ଲୁସି
୯-ରାଜୀବ ଭବନ ସିଂହିଯୁବl
ତା ୦୨/୦୮/୨୧ଓ ତା ୦୩/୦୮/୨୧ରେ 
୧୦- ସିଦ୍ଧାର୍ଥ ମହାବିଦ୍ୟାଳୟ ବିନିକା
ଟୀକାକରଣ କେନ୍ଦ୍ରରେ ଟୀକାଦାନ କରାଯିବ l
ଡୁଙ୍ଗୁରିପାଲି ବ୍ଲକର ୦୯ଟି କେନ୍ଦ୍ର :
ତା ୦୨/୦୮/୨୧ରେ 
୧-କପାସିରା ପ୍ରାଥମିକ ବିଦ୍ୟାଳୟ
୨-ସରଗୁଲ ପ୍ରାଥମିକ ବିଦ୍ୟାଳୟ
ତା ୦୩/୦୮/୨୧ରେ 
୩-ସହେଲା ପ୍ରାଥମିକ ବିଦ୍ୟାଳୟ
୪-ବନ୍ଧପାଲିରାଜୀବଭବନ 
ତା ୦୨/୦୮/୨୧ଓ ତା ୦୩/୦୮/୨୧ରେ  
୫--ଡୁଙ୍ଗୁରିପାଲି ମଧ୍ୟଇଂରାଜୀ  ବିଦ୍ୟାଳୟ,
୬-ପିଏଚସି ବେହେରାମାଲ 
୭-ସମଲେଇଚୂଆ ରାଜୀବ ଭବନ
୮-ପିଏଚସି ରାମପୁର  
୯-ଅନ୍ଧାରିବାଞ୍ଜି ରାଜୀବ ଭବନ ଟୀକାକରଣ କେନ୍ଦ୍ରରେ ଟୀକାଦାନ କରାଯିବ l
ସୋନପୁର ବ୍ଲକର ୧୧ଟି କେନ୍ଦ୍ର ଓ ସୋନପୁର ମ୍ୟୁନିସିପାଲିଟିର ୦୧ଟି କେନ୍ଦ୍ରରେ ଟୀକାକରଣ:
ତା ୦୨/୦୮/୨୧ ରେ ଟୀକାକରଣ କେନ୍ଦ୍ର -
୧-ସିଏଚସିନାଇକେନପାଲି 
୨-ପିଏଚସି ଲଛିପୁର
୩-ପିଏଚସି ହରଡ଼ଖୋଲ
୪-ରୁଗୁଡ଼ିପାଲି ଏଡବ୍ଲୁସି
୫-ମୟୁରଉଡାଣ ଜି ପି କାର୍ଯ୍ୟାଳୟ
ତା ୦୩/୦୮/୨୧ରେ ହେବାକୁ ଥିବା ଟୀକାକେନ୍ଦ୍ର 
୬-ବାବୁପାଲି ଏସସି
୭-ଖମ୍ବେଶ୍ବରୀପାଲିୟୁପିଏସ 
୮-ଖରଜୁରାଜିପିକାର୍ଯ୍ୟାଳୟ
୯-ମାଟିଆପାଲି ୟୁପିଏସ
୧୦-ଅସୁରମୁଣ୍ଡା ୟୁପିଏସ
୧୧-ରେଙ୍ଗାଲି ଜିପି କାର୍ଯ୍ୟାଳୟ
ତା ୦୨/୦୮/୨୧ଓ ୦୩/୦୮/୨୧ରେ 
ସୋନପୁର ମ୍ୟୁନିସିପାଲିଟି ର ୦୧ଟି କେନ୍ଦ୍ର ଯଥା -ସଂସ୍କୃତିଭବନ୦୧ କେନ୍ଦ୍ର ଗୋଟିଏ କେନ୍ଦ୍ରରେ  ଟୀକା କରଣ କରାଯିବ l
ଉଲୁଣ୍ଡା ବ୍ଲକର୦୬ଟିକେନ୍ଦ୍ର :
ତା ୦୨/୦୮/୨୧ଓ ତା ୦୩/୦୮/୨୧ରେ 
୧-ସିଏଚସି ଉଲୁଣ୍ଡା
୨-ପିଏଚସି ଯାଲୋଏ
୩-କଳାପଥର ଏସସି
୪-ବିଦୁରପାଲି ଏସସି
୫-ପଞ୍ଚମହଲା ଏସସି
୬-କୋଟସମଲାଇ ଏସସି
ଟୀକା କରଣ କେନ୍ଦ୍ରରେ ଟୀକାଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026
  ଜିଲ୍ଲା  
ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026

You Might Also Like