-+91-9937148622 |
prerana_bgr@rediffmail.com |
Monday 23rd March 2026 |
R.N.I. Regd No. ODIODI/2010/46693
Breaking News
31-Jul-2021
ଉଲୁଣ୍ଡା(ଗୋରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପଂଚମହଲା ଗ୍ରାମର ଯୁବ ସାମଜସେବୀ ଅରବିନ୍ଦ ବଣ୍ଡକି ଜଣେ ଗର୍ଭବତୀ ମହଳାଙ୍କୁ ରକ୍ତଦାନ କରି ଜୀବନ ବଂଚାଇଛନ୍ତି । ସୂଚନା ଅନୁସାରେ ପୁଷ୍ପାଂଞ୍ଜଲି ଦୀପ ନାମକ ଜଣେ ଗର୍ଭବତୀ ମହିଳା ସୋନପୁର ଦାକ୍ତରଖାନରେ ଚିକିତ୍ସାଧିନ ଅଛନ୍ତି । ଆଜି ତାଙ୍କର ରକ୍ତର ଆବଶ୍ୟକତା ପଡିଥିଲା । ଖବର ପାଇଁ ସମାଜସେବୀ ଅରବିନ୍ଦ ସୋନପୁର ଦାକ୍ତରଖାନାକୁ ଯାଇ ଗର୍ଭବତୀ ମହିଲାଙ୍କୁ ରକ୍ତଦାନ କରିଥିଲେ ।