-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
29-Oct-2020
ଢେଙ୍କାନାଳ ଜିଲ୍ଲାର ମହୁଳପଡା ଗ୍ରାମର ରାଜ କୁମାର ସାହୁଙ୍କ ପାଇଖାନା ଭିତରେ ଏକ ବିଶାଳ ଅହିରାଜ ସାପ (ପ୍ରାୟ୯ ଫୁଟ ଲମ୍ବା ଅହିରାଜ ସାପ) ପଶି ଆସିଥିବାର ଖବର ମିଳିଥିଲା !! ଖବର ପାଇ ସର୍ପର ସାଥି ତଥା ଏଇତ ଜୀବନ ସାମାଜିକ ସଂଘଠନର ଢେଙ୍କାନାଳ ଜିଲ୍ଲାର ସମ୍ପାଦକ ଶୁଭେନ୍ଦୁ ରାଉତରାୟ, ସହ ସମ୍ପାଦକ ସୌମ୍ୟଜିତ ରଥ,କୋଷାଧ୍ୟକ୍ଷ ସନ୍ଦୀପ ପଟ୍ଟନାୟକ,ମାନସ ସାମଲ ଓ ବନ୍ୟ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହିତ କପିଳାସ ଜଙ୍ଗଲରେ ଛାଡିଥିଲେ।*