-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||     

HOME   ମହାନଗର

ଶୂନ୍ୟ ଶିକ୍ଷକ ଓ କର୍ମଚାରୀ ରେ ଚାଲିଛି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ

29-Jul-2021



କୁଚିଣ୍ଡା(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ରାଜ୍ୟରେ ପ୍ରତିଷ୍ଠିତ ୨୭ ଟି  ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଭିତରେ କୁଚିଣ୍ଡାରେ ସ୍ଥାପିତ ଏକଲବ୍ୟ ଆବାସିକ ବିଦ୍ୟାଳୟର ଅନ୍ୟତମ ଅଟେ । ଏହି ଶିକ୍ଷାନୁଷ୍ଠାନରେ ଇତି ମଧ୍ୟରେ ଷଷ୍ଠ ଠାରୁ ନବମ ପର୍ଯ୍ୟନ୍ତ ଖୋଲା ଯାଇ କେବଳ ଆଦିବାସୀ ମେଧାବୀ ଛାତ୍ରଛାତ୍ରୀ ପ୍ରତ୍ୟେକ ଶ୍ରେଣୀରେ ଉଭୟ ବର୍ଗର ୬୦ ଜଣ ଲେଖାଏଁ ଅଧ୍ୟୟନ କରୁଛନ୍ତି। କିନ୍ତୁ, ବଡ଼ ଦୁଃଖର ବିଷୟ  ରାଜ୍ୟର ଅନ୍ୟ ସମସ୍ତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିଜସ୍ଵ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତ ହୋଇ ଥିବା ବେଳେ ଏହି ଶିକ୍ଷାନୁଷ୍ଠାନରେ ଜଣେ ହେଲେ ନିଜସ୍ଵ ଶିକ୍ଷକ ,ଶିକ୍ଷୟିତ୍ରୀ ବା କର୍ମଚାରୀ ନିଯୁକ୍ତି କରି ପାରି ନାହାଁନ୍ତି ସରକାର । କେତେବେଳେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି, ଜନଜାତି ବିଭାଗରୁ ଡେପୁଟେଶନରେ ଆଣି ବା ଅତିଥି ଶିକ୍ଷକଙ୍କୁ ନେଇ ଜେନତେଣ ଚଳେଇ ଆସୁଛନ୍ତି । ଘଟଣାରୁ ପ୍ରକାଶ ଯେ ରାଜ୍ୟରେ ସ୍ଥାପିତ ଅନ୍ୟ ଏକଲବ୍ୟ ବିଦ୍ୟାଳୟ  ସଦୃଶ୍ୟ ଏହି ବିଦ୍ୟାଳୟ ସୁବିଧାରୁ ବଂଚିତ ରହିଛି I ଅବଶ୍ୟ କୁଚିଣ୍ଡା ସ୍ଥିତ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ବର୍ଷକ ତଳେ କୋଭିଡ ପରିସ୍ଥିତିରେ ବି ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବି କରି  ଗଣ ଧାରଣା ଦେବା ପରେ ଧର୍ମ କୁ ଆଖି ଠାର ପରି  ବହୁଳ ପ୍ରଚାର କରି  କେବଳ ଟି ଜି ଟି ପଦବୀ ପାଇଁ ଇଣ୍ଟଭୁ କରି ଅତିଥି ଶିକ୍ଷକ ଅସ୍ଥାୟୀ ଭାବରେ ନିଯୁକ୍ତି ଦେଇଛନ୍ତି । କିନ୍ତୁ ରାଜ୍ୟ ସ୍ତରୀୟ ଚୟନରେ ବଛା ଯାଇଥିବା  ଓ ରାଜ୍ୟର ବିଭିନ୍ନ ଅଞ୍ଚଳର ଏହି ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଶୋଷଣ କରି ପୂର୍ଣ୍ଣ କାଳୀନ ଶିକ୍ଷାଦାନ ର ସୁଯୋଗ ଦେଉ ନ ଥିବାରୁ ଅଳ୍ପ ପାରିଶ୍ରମିକ ରେ କାର୍ଯ୍ୟ କରିବାର ଆଗ୍ରହ ରଖୁ ନାହାଁନ୍ତି । ସି ବି ଏସ ସି ର ସ୍ଵୀକୃତି ପାଇ ନ ଥିବା ଏଇ ସ୍କୁଲ ଏହି ଉଚ୍ଚ ଶିକ୍ଷିତ ପିଲାଙ୍କୁ ଦେଖାଇ ସ୍ଥାୟୀ ସ୍ଵୀକୃତି ଆଣିବା ପରେ ବିଗତ ବର୍ଷ ପରି ଅନଲାଇନ୍ ଶିକ୍ଷା କିମ୍ବା ଘରକୁ ପ୍ରଶ୍ନ ପଠାଇ ଡାକ ଯୋଗେ ପାଠ ପଢ଼ାଇବା ର ବ୍ୟବସ୍ଥା କରା ଯାଉ ନାହିଁ । ଫଳରେ ରାଜ୍ୟ ସରକାରଙ୍କ ଅନ୍ୟ ସ୍କୁଲ ର ଛାତ୍ର ଛାତ୍ରୀଙ୍କ ପରି ଶିକ୍ଷା ଗ୍ରହଣ ରୁ ବଞ୍ଚିତ ହେଉ ଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଇତି ମଧ୍ୟରେ ଜଣା ଯାଇଛି ଯେ ପୂର୍ବରୁ ଚୟନ ହୋଇ ଥିବା  ଭିତରୁ ଛଅ ଜଣ ପ୍ରାର୍ଥୀ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦେବା ପାଇଁ ଅନୁରୋଧ କରିବା ପରେ ନିରାଶ ହୋଇ ହାଇକୋର୍ଟ ର ଆଶ୍ରୟ ନେଇଛନ୍ତି । ଫଳରେ ଜିଲ୍ଲା ପ୍ରଶାସନ ର ନିଷ୍କ୍ରିୟତା ପାଇଁ ଆଇନ ରେ ଛନ୍ଦି ହୋଇ ଥିବା ଶିକ୍ଷକ ନିଯୁକ୍ତି ସେଇ ପରି ଶୂନ୍ୟରେ ରହି ଯିବ କି ବୋଲି ସଚେତନ ମହଲ ପ୍ରଶ୍ନ ଉଠାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026

You Might Also Like