-+91-9937148622 |
prerana_bgr@rediffmail.com |
Saturday 8th August 2026 |
R.N.I. Regd No. ODIODI/2010/46693
Breaking News
18-Jul-2021
ବରଗଡ଼ (ମୁକୁନ୍ଦ ଦାସ) : ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲ ପାଲିର ନିତ୍ୟାନନ୍ଦ ପ୍ରଧାନଙ୍କ ୮୫ ବର୍ଷ ରେ ପରଲୋକ ହୋଇଯାଇଛି। ସେ ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ବ୍ଳକର ଟାଙ୍ଗରପାଲି ହାଇସ୍କୁଲର ପ୍ରତିଷ୍ଠାତା ଥିଲେ ଏହା ସହିତ ଆଞ୍ଚଲ ରେ ଅନେକ ଗୁଡିଏ ସାମାଜିକ କାଯ୍ୟ ପାଇଁ ଅନେକ ସମ୍ମାନ ପାଇଥିଲେ ଏହା ସହିତ ଜଣେ ଆଞ୍ଚଲ ରେ ଅନେକ ଗୁଡିଏ ସାମାଜିକ କାର୍ଯ୍ୟକ୍ରମ ଯଥା ଆଶ୍ରମ ପ୍ରତିଷ୍ଠା ଓ ବିଭିନ୍ନ ପ୍ରକାରର ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ କରିଛନ୍ତି ତାଙ୍କ ୮ଜଣ ଝିଅ ଓ ୨ ଜଣ ପରିବାର ଥିଲେ। ସେ ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ l ଶ୍ରୀ ପ୍ରଧାନଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l