-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
15-Jul-2021
କଟକ (ଦୀପକ କୁମାର ଷଡଙ୍ଗୀ) : କଟକ ରାଜ୍ୟରେ ବସ ଚଳାଚଳ ନେଇ ରାଜ୍ୟ ସରକାରଙ୍କ ଘୋଷଣା ପରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ପତିକ୍ରିୟା ଏବେ ପରିସ୍ଥିତି ରେ ବସ ଚାଲିବା ସମ୍ଭବ ନୁହେଁ।ସରକାର ୩ ଟି ଦାବି ପୂରଣ କଲାପରେ ଏନେଇ ଚିନ୍ତା କରାଯିବ। ୩ ମାସ ଟିକସ ଛାଡ଼ କରନ୍ତୁ,ବୀମା କମ୍ପାନୀ ୩ ମାସ ଅବଧି ସମ୍ପ୍ରସାରଣ କରନ୍ତୁ ବୋଲି ରାଜ୍ଯ ବସ୍ ମାଲିକ ସଂଘ କହିଛି ।୧ଲକ୍ଷ ଟଙ୍କା ଗାଡି ମାଲିକ ଙ୍କୁ ଋଣ ଦିଆଯାଉ।ଆଶା ସରକାର ସବୁ ସମସ୍ୟାର ସମାଧାନ କରିବେ ବୋଲି ରାଜ୍ଯ ଘରୋଇ ବସ୍ ମାଲିକ ସଂଘ କହିଛି l