-+91-9937148622 |

prerana_bgr@rediffmail.com |

  Sunday 11th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||      ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   (10-Oct-2026)       ||      ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ    (10-Oct-2026)       ||      ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (10-Oct-2026)       ||      ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ    (10-Oct-2026)       ||      ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ    (10-Oct-2026)       ||      ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ   (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି    (10-Oct-2026)       ||      ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Oct-2026)       ||      ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ    (09-Oct-2026)       ||      ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   (09-Oct-2026)       ||      ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   (09-Oct-2026)       ||      ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   (09-Oct-2026)       ||      ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   (09-Oct-2026)       ||     

HOME   ଜିଲ୍ଲା

ବ୍ୟାପକ ବେଆଇନ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ ଦାବୀ

15-Jul-2021



ଟିଟିଲାଗଡ,(ପ୍ରେରଣା ଖବର) : ଦିନକୁ ଦିନ ଟିଟିଲାଗଡ ଅଞ୍ଚଳରେ ବେଆଇନ କାରବାର ବୃଦ୍ଧି ପାଇବାରେ ଲାଗିଛି । ସହରରେ ଦେଶୀ,ବିଦେଶୀ ମଦ ବିକ୍ରି,ବିଭିନ୍ନ ସ୍ଥାନରେ ଜୁଆଖେଳ, ସଟାଖେଳ, ଦେହ ବ୍ୟବସାୟ,ଚୋରୀ, ରାହା ଜାନୀ, ଡକାୟତି ସହ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି  । ବିଶେଷ କରି ଦେଶୀ,ବିଦେଶୀ ମଦ ବିକ୍ରି ଓ ମାତ୍ରାଧିକ ଭାବେ ଦେଶୀ ମଦ ଘରେଘରେ କୁଟୀର ଶିଳ୍ପ ପରି ବିକ୍ରି କରି ଦୋକାନୀ ବେଶ ଲାଭବାନ ହେଉଥିବା ବେଳେ ଜରି ପ୍ୟାକେଟରେ ବତକ ଓ ମାଛ ଚିହ୍ନ ଥିବା ମଦ ରେ ଅଧିକ ଲାଭ ପାଇଥାନ୍ତି । ମାଛ ଚିହ୍ନ ଥିବା ମଦ ପ୍ୟାକେଟ ୩୦ ଟଙ୍କାରେ ବେଆଇନ ଭାବେ କୁଚିଆ ଦୋକାନୀ ଆଣି ୬୦ ଟଙ୍କା ରେ ବିକ୍ରି କରିଥାନ୍ତି । ସେହିପରି ବତକ ଚିନ୍ହ ଥିବା ମଦ ପ୍ୟାକେଟ ୨୦ ଟଙ୍କାରେ ଭାଟି ରୁ ଆଣି ୪୦ ଟଙ୍କା ରେ ବିକ୍ରି କରିଥାନ୍ତି । ଏହି ପ୍ୟାକେଟ ମାଦ କୁ ଅଧିକ ନିଶା ଯୁକ୍ତ କରିବା ପାଇଁ ୟୁରିଆ ସାର ମିସାଯାଉଥିବା ଅଭିଯୋଗ ବାରମ୍ବାର ହୋଇ ଆସୁଛି । ଲୋକେ  ପିଇ ଅଭ୍ୟସ୍ତ ହୋଇଯାଉ ଥିବା ବେଳେ ମଦ ପିଇ କିଛି ନ ଖାଇବା ଓ ଦୁଇ ତିନି ମାସ କ୍ରମାଗତ ପାଇ ଗୁରୁତର ଅସୁସ୍ଥ ହୋଇଯିବା ନିୟମିତ ଦେଖାଯାଉଛି । ଏପରି ଅନେକ ମୃତ୍ୟୁର ଶିକାର ହୋଇଚାଲିଛନ୍ତି । ଏହି ମଦ କାରବାର ତଥା ଜୁଆ ଖେଳ ଓ ଏକ ଟଙ୍କା ରେ ୮୦ ଟଙ୍କା ପାଇବା ଲୋଭରେ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଙ୍କ ଠୁ ନେଇ ସବୁ ବର୍ଗର ଲୋକେ ଖେଳରେ ଅଭ୍ୟସ୍ତ ରହିବା ଦେଖାଯାଉଛି । ଖୋଲାଖୋଲି ଭାବେ ଏହି ସବୁ କାରବାର  ଚାଲିବା ସହ ଅନୁରୂପ ଭାବେ ସହର ଓ ଆଖପାଖ ଅଞ୍ଚଳରେ ଏହି ବେଆଇନ କାରବାର ଯୋଗୁଁ ସାଧାରଣ ଜନଜୀଵନ ଅସ୍ତବ୍ୟସ୍ତ ହୋଇପଡୁଥିବା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଛି । ଏ ନେଇ ବିଭାଗୀୟ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନ କରିବା ପେଟ୍ରୋଲିଂ ନ ହେବା ଯୋଗୁଁ ଏହି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଟିଟିଲାଗଡ ସହରର ହାଟପଦା ପଡା,ସିରଭଟା ପଡା,ବ୍ଲକପଡା, ଝାଙ୍କର ପଡା,ଦେଉବନ୍ଦପଡା,ସର୍ଗିଗୁଡା, ମଦ ଭାଟିପଡା,ହାଇସ୍କୁଲ ପଡା,ମାଲଗୋଦାମ ପଡା ପରି ଅନେକ ସ୍ଥାନରେ ଖୋଲା,ଖୋଲି ଦେଶୀ ମଦ ବେଆଇନ ଭାବେ ଭାଟି ରୁ ଆଣି ଘରେ,ଘରେ କୁଟୀର ଶିଳ୍ପ ପରି ବିକ୍ରି ଚାଲୁଥିବା ଓ ଅଧିକ ଲାଭ ଯୋଗୁଁ ବିକ୍ରି କରି ବେଶ ଲାଭବାନ ହେଉଥିବା ବେଳେ ପିଇବା ଲୋକ ର ଅକାଳ ମୃତ୍ୟୁ ଘଟୁଛି । ଜୁଆଖେଳ ସହ ଅନୁରୂପ ଭାବେ ସଟା ଏଜେଣ୍ଟ ଓ ଗଦିଦାର  ବେଧଡ଼କ ଏହି ଖେଳ ରେ ଅର୍ଥ ରୋଜଗାର କରି ଆସୁଛନ୍ତି । ଏହି ସଟା ମହିଳା ଓ ଛାତ୍ର, ମନ୍ଧ୍ୟ ଖେଳିବା ରେ ଅବ୍ୟସ୍ତ ଅଛନ୍ତି । ଫଳରେ ସହରରେ ନାନା ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ଯୋଗୁଁ ରାସ୍ତାରେ ମହିଳା ଓ ସାଧାରଣ ଚାଲିବା ସୁରକ୍ଷିତ ମନେ କରୁନାହାନ୍ତି । ବିଗତ ଦିନରେ କିଛି ଅସାମାଜିକ ଯୁବକ ନିଜକୁ ପୋଲିସ ବୋଲି ପରିଚୟ ଦେଇ ଲୁଟ,ତରାଜ,ଠକେଇ କରି ଆସୁଥିବା ବେଳେ ଏ ନେଇ ଟିଟିଲାଗଡ ଥାନାରେ କେତୋଟି ମାମଲା ରୁଜ୍ଜୁ ହୋଇଥିବା ସତ୍ୱେ ପୋଲିସ ଆଜି ସୁଦ୍ଧା ଗିରଫ କରି ପାରିନାହିଁ । ପ୍ରକାଶ ଯେ ସହର ରେ ମାତ୍ରାଧିକ ଭାବେ ଏହି ବେଆଇନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ନେଇ ତୁରନ୍ତ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ରଞ୍ଜନ ବରିହା ତଥା ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରୁ ଦାବୀ ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   10-Oct-2026
  ଜିଲ୍ଲା  
ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର   10-Oct-2026
  ଜିଲ୍ଲା  
ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ   10-Oct-2026
  ଜିଲ୍ଲା  
ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   10-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ   10-Oct-2026
  ଜିଲ୍ଲା  
ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   10-Oct-2026
  ଜିଲ୍ଲା  
ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ   10-Oct-2026
  ଜିଲ୍ଲା  
ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ   10-Oct-2026
  ଜିଲ୍ଲା  
ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ   10-Oct-2026
  ଜିଲ୍ଲା  
ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା   10-Oct-2026
  ଜିଲ୍ଲା  
ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା   10-Oct-2026
  ଜିଲ୍ଲା  
ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   10-Oct-2026

You Might Also Like