-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
14-Jul-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ଆଜି ଲୋଇସିଂହା ସଦର ହସ୍ପିଟାଲକୁ ୱାର୍ଲଡଭିଜନ ତରଫରୁ ୧୦ ଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରାଯାଇଛି l ମେନେଜର ଅମିନ ପାଣିଗ୍ରାହୀଙ୍କ ନେତୃତ୍ୱରେ, ମୁଖ୍ୟଅତିଥି ବିଧାୟକ ଡ଼. ମୁକେଶ
ମହାଲିଙ୍ଗଙ୍କ ଦ୍ୱାରା ଅକ୍ସିଜେନ କନସେନଟ୍ରେଟର ଗୁଡିକର କାଗଜପତ୍ର ହସ୍ପିଟାଲ ଉଦେଶ୍ୟରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀ କାଳସାଏଙ୍କୁ ସମର୍ପଣ କରାଗଲା l ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବିଜେପିର ବରିଷ୍ଠ ନେତା ଭୂତନାଥ ନାଏକ, ସରୋଜ ସାହୁ, ବୁଲୁ ବାଦୀ, ବାହାଦୁର ନନ୍ଦ, ରାଜୁ ସାହୁ, ଉତ୍ତମ କବାଟ, ଗୌରାଙ୍ଗ ନାଏକ, ଗୌତମ କୁଅଁର, ପ୍ରଶାନ୍ତ ସାହୁ, ଶଙ୍କର ସାହୁ, ରଶ୍ମି ପଧାନ, ଆନନ୍ଦ l
ହୋତା ଓ ୱାର୍ଲଡଭିଜନର କର୍ମକର୍ତା ହେଲେ ବିରଞ୍ଜନ ବାଗ, ଇସ୍ମାଇଲ ହନୁମାନ, ଶଙ୍କର ଉଦାମ, ଧ୍ରୁବଚରଣ ସାମଲ, ଅଶୋକ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ