-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
28-Oct-2020
*କଟକ SCBରେ ଖୋଲିଲା ୫୦୦ ଶଯ୍ୟାର ନୂଆ କୋଭିଡ ହସ୍ପିଟାଲ । କୋଭିଡ ହସ୍ପିଟାଲର ଉଦ୍ଘାଟନ କଲେ କେନ୍ଦ୍ରାଞ୍ଚଳ RDC ଅନିଲ ସାମଲ । ଗୁରୁତର ଓ ଅତି ଗୁରୁତର କୋଭିଡ୍ ରୋଗୀଙ୍କୁ ମିଳିବ ସର୍ଜରୀ ସୁବିଧା । କଟକ ଜିଲ୍ଲାପାଳ, CMC କମିସନର ଓ SCB ଅଧ୍ୟକ୍ଷ ଉପସ୍ଥିତ । ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ