-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
04-Jul-2021
ବାଲିଗୁଡା,(ପ୍ରେରଣା ଖବର ବ୍ୟୁରୋ):କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ୱାଦିକ ସଂଘ ପକ୍ଷରୁ ତୁମୁଡିବନ୍ଧ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ପାର୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଗୁରୁ ପ୍ରସାଦ ମିଶ୍ର, ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା
ସଭାପତି ସନ୍ତୋଷ କୁମାର ଦାଶ , ସାମ୍ବାଦିକ ପବିତ୍ର ଦିଗାଲ, ,ମନୋରଞ୍ଜନ ରୟ, ବିପ୍ର ଚରଣ ମାନସେଠ, ଦୀପକ କୁମାର
ପରାସେଠ, ପ୍ରବୀଣ କୁମାର ପଟ୍ଟନାୟକ, ପ୍ରଳୟ ରାୟ ନାୟକ, ଧର୍ମପଦ ନାୟକ, ସୀମାଞ୍ଚଳ ସାହୁ, ଫିଲପ ଦିଗାଲ, ଇମାନୁଏଲ ନାୟକ, ଅନୁଗ୍ରହ ନନ୍ଦ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଔଷଧୀୟ ବୃକ୍ଷ ର ଚାର ରୋପଣ କରାଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜିଲ୍ଲା ବ୍ୟାପି କରାଯିବ ବୋଲି ଉତ୍କଳ ସାମ୍ୱାଦିକ ସଂଘ ସଭାପତି ଶ୍ରୀ ଦାଶ ପ୍ରକାଶ କରିଛନ୍ତି।